The Ultimate Managed Hosting Platform
ADVERTISEMENT

କ୍ଷେପଣାସ୍ତ୍ର ପ୍ରଳୟ-୬ର ସଫଳ ଉତକ୍ଷେପଣ

Facebook
Twitter
LinkedIn

ଭୁବନେଶ୍ୱର : ସ୍ୱଳ୍ପ ଦୂରଗାମୀ କ୍ଷେପଣାସ୍ତ୍ର ପ୍ରଳୟ-୬ର ସଫଳ ଉତକ୍ଷେପଣ । ଅବଦୁଲ କଲାମ ଆଇଲାଣ୍ଡରୁ ସକାଳ ୯.୩୫ ମିନିଟରେ ଉତକ୍ଷେପଣ । ଡିଆରଡିଓ ଦ୍ୱାରା ବିକଶିତ ଏହାର ଲକ୍ଷ୍ୟଭେଦ କ୍ଷମତା ୧୫୦-୫୦୦ କିମି । ଅତ୍ୟାଧୁନିକ ନାଭିଗେସନ ସିଷ୍ଟମ ସହ ଭୂପୃୃଷ୍ଠରୁ ଭୂପୃଷ୍ଠକୁ ଟାର୍ଗେଟ କରିଥାଏ ।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ADVERTISEMENT

Login