The Ultimate Managed Hosting Platform
ADVERTISEMENT

କ୍ଷତାକ୍ତ ଦନ୍ତାକୁ ଟ୍ରାଙ୍କୁଲାଇଜ

Facebook
Twitter
LinkedIn

ଅନୁଗୁଳ : ଆହତ ଦନ୍ତାକୁ ଟ୍ରାଙ୍କୁଲାଇଜ । ଚିକିତ୍ସା ପାଇଁ ହାତୀଙ୍କୁ ଟ୍ରାଙ୍କୁଲାଇଜ କରିଛି ଡାକ୍ତରୀ ଟିମ୍ । ଏହାପରେ ତାକୁ ଜଙ୍ଗଲରେ ଛଡାଯିବା ନେଇ କହିଛନ୍ତି ଅନୁଗୁଳ ଡିଏଫଓ । ଗତ ତିନିଦିନ ହେଲା ଦନ୍ତାହାତୀ ଟି ଆହତ ଅବସ୍ଥାରେ ଅନୁଗୁଳ ଛେଣ୍ଡିପଦା ବନାଞ୍ଚଳ ବାଗଡିଆ ଅଞ୍ଚଳରେ ବୁଲୁଥିଲା ।ତା ମୁଣ୍ଡରୁ ଗଭୀର କ୍ଷତ ହୋଇ ରକ୍ତ ଝରୁଛି । ହାତୀକୁ ଶିକାରୀ ଗୁଳି କରିଥିବା ସନେ୍ଦହ କରାଯାଉଛି । ଘଟଣାସ୍ଥଳରେ ବନ ଅଧିକାରୀ ଟ୍ରାଙ୍କୁଲାଇଜ ଟିମ୍ ପହଁଚିଛନ୍ତି ।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ADVERTISEMENT

Login