The Ultimate Managed Hosting Platform
ADVERTISEMENT

କ୍ରିକେଟ ଖେଳରୁ ହତ୍ୟା : ୪ ଗିରଫ

Facebook
Twitter
LinkedIn

କଟକ : ଚୈାଦ୍ୱାରରେ କ୍ରିକେଟ ଖେଳ ବିବାଦରୁ ହତ୍ୟା ଘଟଣା । ୪ ଜଣଙ୍କୁ ଗିରଫ କଲା ଚୈାଦ୍ୱାର ଥାନା ପୁଲିସ । ଗିରଫ ୪ ଜଣଙ୍କୁ ଆଜି କୋର୍ଟ ଚାଲାଣ କରାଯିବ । କାଲି ମହିଷାଲଣ୍ଡା ଗାଁରେ କ୍ରିକେଟ ଖେଳରୁ ହତ୍ୟାକାଣ୍ଡ ଘଟିଛି । ଅମ୍ପାୟାରଙ୍କ ଭୁଲ୍ ନିଷ୍ପତ୍ତି ଅଭିଯୋଗରେ ଯୁବକଙ୍କୁ ପିଟିପିଟି ମାରିଥିଲେ ।

କ୍ରିକେଟ ଖେଳରୁ ମହାଭାରତ , ଭୁଲ ନିଷ୍ପତ୍ତି ପାଇଁ ଅମ୍ପାୟାରଙ୍କୁ ହତ୍ୟା !
ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ADVERTISEMENT

Login