କ୍ରିକେଟ ଖେଳରୁ ମହାଭାରତ , ଭୁଲ ନିଷ୍ପତ୍ତି ପାଇଁ ଅମ୍ପାୟାରଙ୍କୁ ହତ୍ୟା !
କଟକ : ଭୁଲ ନିଷ୍ପତ୍ତି ଅଭିଯୋଗରେ ଅମ୍ପାୟାରଙ୍କୁ ହତ୍ୟା । ଛୁରାମାଡ ସହ ପଛପଟୁ ବ୍ୟାଟରେ ପିଟିପିଟି ହତ୍ୟା । ମହିଷାନଣ୍ଡା ପଞ୍ଚାୟତରେ କ୍ରିକେଟ ଖେଳରୁ ମହାଭାରତ । ଭୁଲ ନିଷ୍ପତ୍ତି ଅଭିଯୋଗରେ ଉତ୍କ୍ଷିପ୍ତ ଦୁଇ ଯୁବକଙ୍କ ଆକ୍ରମଣ । କଟକ ବଡ ମେଡିକାଲରେ ମୃତ ଘୋଷଣା କଲେ ଡାକ୍ତର । ଆକ୍ରମଣ କରିଥିବା ଯୁବକଙ୍କୁ ଧରି ଅଟକ ରଖିଲେ ଗ୍ରାମବାସୀ । ଅଭିଯୁକ୍ତଙ୍କୁ ନେବାକୁ ପହଁଚିଲା ପୋଲିସ । ଗାଁରେ ଏକ ପ୍ଲାଟୁନ ପୋଲିସ । … Continue reading କ୍ରିକେଟ ଖେଳରୁ ମହାଭାରତ , ଭୁଲ ନିଷ୍ପତ୍ତି ପାଇଁ ଅମ୍ପାୟାରଙ୍କୁ ହତ୍ୟା !
Copy and paste this URL into your WordPress site to embed
Copy and paste this code into your site to embed