କୋରେଇ : ପୁମି ୫ଟି ସଚିବ ଭିକେ ପାଣ୍ଡିଆନଙ୍କୁ ବିରୋଧ । ରାଜ୍ୟ ସରକାରଙ୍କ ବ୍ୟକ୍ତିଗତ ସଚିବ ଭିକେ ପାଣ୍ଡିଆନଙ୍କୁ କୋରେଇ ବିଜେପି, କଂଗ୍ରେସ ଓ କୋରେଇ ସଂଗ୍ରାମ ସମିତିର ଜୋରଦାର ବିରୋଧ । ସଭାସ୍ଥଳକୁ ଆନ୍ଦୋଳନ କାରୀଙ୍କ ଯିବା ରାସ୍ତାକୁ ଅବରୋଧ କଲା ପୋଲିସ । ଆନ୍ଦୋଳନ କାରୀ ଓ ପୋଲିସ ମଧ୍ୟରେ ଧସ୍ତା ଧସ୍ତି ଜୋରଦାର ହେଉଥିବା ଦେଖିବାକୁ ମିଳିଛି । କୋରେଇର ବିଭିନ୍ନ ମୌଳିକ ସମସ୍ୟାକୁ ନେଇ ବିରୋଧ । ସରକାରୀ ସଭାକୁ କାହିଁକି ଆମକୁ ପୋଲିସ ଛାଡ଼ୁନାହାନ୍ତି ପ୍ରଶ୍ନ କରିଛନ୍ତି ଆନ୍ଦୋଳନକାରୀ ।
Views: 115