The Ultimate Managed Hosting Platform
ADVERTISEMENT

କୋଭିଡ କଟକଣାକୁ ଉଲଂଘନ କଲେ ପର୍ଯ୍ୟଟକ

Facebook
Twitter
LinkedIn

ନୂଆବର୍ଷ ଉପଲକ୍ଷେ ରାଜ୍ୟ ସରକାର କରୋନାର ଓମିକ୍ରନ ଭାରିଆଣ୍ଟକୁ ଦୃଷ୍ଟିରେ ରଖି କୋଣାର୍କର ସୂର୍ଯ୍ୟ ମନ୍ଦିର ସହିତ ଚନ୍ଦ୍ରଭାଗା ଓ ରାମଚଣ୍ଡୀ ପୀଠକୁ ଡିସେମ୍ବର ୩୧ରୁ ଜାନୁଆରୀ ୨ ତାରିଖ ପର୍ଯ୍ୟନ୍ତ ରାଜ୍ୟ ସରକାର ଏହାକୁ ବନ୍ଦ କରିଥିଲେ। ଗତ ଦୁଇ ଦିନ ଧରି ସୂର୍ଯ୍ୟ ମନ୍ଦିର ବନ୍ଦ ଥିଲା । ମାତ୍ର ଜାନୁଆରୀ ୩ ତାରିଖରେ ସୂର୍ଯ୍ୟ ମନ୍ଦିର ଖୋଲିବା ପରେ ପର୍ଯ୍ୟଟକଙ୍କ ସମାଗମ ପରିଲକ୍ଷିତ ହୋଇଛି। ସୋମବାର କୋଣାର୍କ ସୂର୍ଯ୍ୟ ମନ୍ଦିର ଠାରେ ହଜାର ହଜାର ପର୍ଯ୍ୟଟକ ମାନଙ୍କ ଆଗମନରେ ପ୍ରବଳ ଭିଡ ଜମିଛି। କିନ୍ତୁ କୋଭିଡକୁ ଦୃଷ୍ଟିରେ ରଖି କୋଭିଡ କଟକଣା ଜାରି ରହିଥିବା ବେଳେ ମଧ୍ୟ କଟକଣାକୁ ଉଲଙ୍ଘନ କରିଥିବା ନଜର ଆସିଛି। ସାମାଜିକ ଦୂରତା, ମାସ୍କ, ସାନିଟାଇଜ ଉପରେ ଧ୍ୟାନ ଦିଆଯାଇନଥିବା ଦେଖିବାକୁ ମିଳିଛି। ଏପଟେ ଅନେକ ପର୍ଯ୍ୟଟକ ବିନା ମାସ୍କରେ ମନ୍ଦିର ପରିସରରେ ମଧ୍ୟ ଦେଖାଦେଇଛି। କିନ୍ତୁ କୋଭିଡ କଟକଣା ଜାରି ରହିଥିବା ବେଳେ ଭାରତୀୟ ପ୍ରତ୍ନତତ୍ତ୍ୱ ବିଭାଗ ପକ୍ଷରୁ କୌଣସି କାର୍ଯାନୁଷ୍ଠାନ ଗ୍ରହଣ କରାଯାଇନାହିଁ।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ଜଙ୍ଗଲରେ ଯୁବକ ଯୁବତୀଙ୍କ ମୃତଦେହ

ପତ୍ନୀଙ୍କ ସନେ୍ଦହଜନକ ମୃତ୍ୟୁ ; ଯବାନ ସ୍ୱାମୀ ଅଟକ

କୋରାପୁଟ : ପତ୍ନୀଙ୍କ ସନେ୍ଦହଜନକ ମୃତ୍ୟୁକୁ ନେଇ ଯବାନ ସ୍ୱାମୀଙ୍କୁ ଅଟକ ରଖିଲା ପୋଲିସ । ଘର ଭିତରେ ପୋଡିଯାଇ ଆଇଆରବି ଯବାନଙ୍କ ପତ୍ନୀଙ୍କ ମୃତ୍ୟୁ ମାମଲା...

ADVERTISEMENT
ଓଏସଏସସି ସ୍କାମ ; ସିବିଆଇ ତଦନ୍ତ ଦାବି

CBI ଜାଲରେ RPF ହାବିଲଦାର

ରାଉରକେଲା : ସିବିଆଇ ଜାଲରେ ବନ୍ଧମୁଣ୍ଡା ଅଞ୍ଚଳର ଆରପିଏଫ ହାବିଲଦାର । ୧୫ ହଜାର ଟଙ୍କା ଲାଞ୍ଚ ନେଇ ଆରପିଏଫ ହାବିଲହାର ମହମ୍ମଦ ଇଜହାର କାବୁ ।...

Login