The Ultimate Managed Hosting Platform
ADVERTISEMENT

କୋଟି କୋଟି ଟଙ୍କା ନେଇ ସିରିଆ ଛାଡି ପଳାଇଲେ ରାଷ୍ଟ୍ରପତି ବଶର ଅଲ ଅସଦ

Facebook
Twitter
LinkedIn

ନୂଆଦିଲ୍ଲୀ : କୋଟି କୋଟି ଟଙ୍କା ନେଇ ସିରିଆ ଛାଡି ପଳାଇଲେ ରାଷ୍ଟ୍ରପତି ବଶର ଅଲ ଅସଦ । ସିରିଆରେ ଗୃହ ଯୁଦ୍ଧ ପରେ ରାଷ୍ଟ୍ରପତି ରୁଷିଆରେ ଶରଣ ପଶିଛନ୍ତି । ରୁଷ ଯିବା ପୂର୍ବରୁ ଅସବ ପ୍ରାୟ ୨୦୦ ମିଲିୟନ ୟୁରୋ ସିରିଆରୁ ମସ୍କୋ ଟ୍ରାନ୍ସଫର କରିଛନ୍ତି । ୨୦୧୮ରୁ ସେ ଏଙି ଅର୍ଥରାଶି ମସ୍କୋ ଟ୍ରାନ୍ସଫର ପ୍ରକ୍ରିୟା ଆରମ୍ଭ କରିଥିଲେ । ଗୃହ ଯୁଦ୍ଧ ଜାରି ରହିଥିବା ସମୟରେ ଅସଦ ବହୁ ପରିମାଣରେ ଅର୍ଥରାଶି ସିରିଆ ବାହାରକୁ ପଠାଇଥିବା ଜଣାପଡିଛି । ଏହି ଅର୍ଥ ରାଶି ସିରିଆର ସେଣ୍ଟ୍ରାଲ ବ୍ୟାଙ୍କରୁ ରୁଷିଆର ରିଜର୍ଭ ବ୍ୟାଙ୍କକୁ ପଠାଯାଇଛି ।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

“ଆମ ଶାସନ” ଶୁଭାରମ୍ଭ , ମୁଖ୍ୟମନ୍ତ୍ରୀ କଲେ ଶୁଭାରମ୍ଭ

ଓଡିଆ ଛାତ୍ରୀଙ୍କୁ ଗଣଦୁଷ୍କର୍ମ ଅନ୍ୟନ୍ତ ନିନ୍ଦନୀୟ ; ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର : ପଶ୍ଚିମବଙ୍ଗରେ ଓଡିଆ ଛାତ୍ରୀଙ୍କୁ ଗଣଦୁଷ୍କର୍ମ ଘଟଣାରେ ମୁଖ୍ୟମନ୍ତ୍ରୀଙ୍କ ଉଦବେଗ । ଏହା ଅତ୍ୟନ୍ତ ନିନ୍ଦନୀୟ ଓ ପୀଡା ଦାୟକ, ମୁଁ ଗଭୀର ଭାବରେ ମର୍ମାହତ...

ବିଜେଡିକୁ ଶକ୍ତ ଝଟକା ; ପଦ୍ମ ଧରିଲେ ଜୟ ଢୋଲକିଆ

ବିଜେଡିକୁ ଶକ୍ତ ଝଟକା ; ପଦ୍ମ ଧରିଲେ ଜୟ ଢୋଲକିଆ

ଭୁବନେଶ୍ୱର : ବିଜେପିରେ ମିଶିଲେ ଜୟ ଢୋଲକିଆ । ସ୍ୱର୍ଗତ ବିଜେଡି ବିଧାୟକ ରାଜେନ୍ଦ୍ର ଢୋଲକିଆଙ୍କ ପୁଅ ଜୟ । ନୂଆପଡା ଉପନିର୍ବାଚନରେ ବିଜେପି ପ୍ରାର୍ଥୀ ହେବା...

ADVERTISEMENT
ପଶ୍ଚିମବଙ୍ଗରେ ଓଡିଶା ଛାତ୍ରୀଙ୍କୁ ଗଣଦୁଷ୍କର୍ମ ଘଟଣା ; ସହଯୋଗ ମିଳୁନି କହିଲେ ପୀଡିତାଙ୍କ ବାପା

ପଶ୍ଚିମବଙ୍ଗରେ ଓଡିଶା ଛାତ୍ରୀଙ୍କୁ ଗଣଦୁଷ୍କର୍ମ ଘଟଣା ; ସହଯୋଗ ମିଳୁନି କହିଲେ ପୀଡିତାଙ୍କ ବାପା

ଜଳେଶ୍ୱର : ପଶ୍ଚିମବଙ୍ଗରେ ଓଡିଶା ଛାତ୍ରୀଙ୍କୁ ଗଣଦୁଷ୍କର୍ମ ଘଟଣା । ମେଡିକାଲ କର୍ତ୍ତୁପକ୍ଷଙ୍କ ସହଯୋଗ ମିଳୁନି କହିଲେ ପୀଡିତାଙ୍କ ବାପା । ମୋତେ ଘଟଣାକୁ ନେଇ କେହି...

Login