The Ultimate Managed Hosting Platform
ADVERTISEMENT

କୋଇଲା ଟ୍ରେନରେ ନିଆଁ

Facebook
Twitter
LinkedIn

ଆଠଗଡ : କୋଇଲା ଟ୍ରେନର ଗୋଟିଏ ବଗିରେ ନିଆଁ । ରାଧାକିଶୋରପୁର ଷ୍ଟେସନରେ ଛିଡା ହୋଇଥିବା ଟ୍ରେନରେ ନିଆଁ । ନିଆଁ କିପରି ଲାଗିଲା ଅସ୍ପଷ୍ଟ ରହିଥିବା ବେଳେ ଅଗ୍ନିଶମ ବାହିନୀ ଦ୍ୱାରା ନିଆଁ ଆୟତ୍ତ । ଗତ କାଲି ରାତି ଦୁଇଟା ବେଳେ ଲାଗିଛି ନିଆଁ। ଗୋଟିଏ ବଗିରେ ନିଆଁ ଲାଗିଥିବା ସୂଚନା ।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ନବୀନଙ୍କ ଭିଡିଓକୁ ପ୍ରଶ୍ନକଲା ବିଜେପି

କେବଳ ଲମ୍ବା ଭାଷଣ , ବଡ ଆଡଭରଟାଇଜମେଣ୍ଟରେ ବିକାଶ ହୁଏନି ; ନବୀନ

ଭୁବନେଶ୍ୱର : ବିଜେଡିର ଜନଜାଗରଣ କାର୍ଯ୍ୟକ୍ରମରେ ସରକାରଙ୍କୁ ଟାର୍ଗେଟ । ବର୍ଷକର କାର୍ଯ୍ୟକ୍ରମକୁ ନେଇ ଟାର୍ଗେଟ କଲେ । କୁହାଯାଉଛି ଲୋକଙ୍କ ସରକାର , କିନ୍ତୁ କାହାନ୍ତି...

ADVERTISEMENT

Login