The Ultimate Managed Hosting Platform
ADVERTISEMENT

କୈାଣସି ଆନେ୍ଦାଳନ ହେବନି –ଟୁକୁନି ସାହୁ

Facebook
Twitter
LinkedIn

ଭୁବନେଶ୍ୱର : ପରିବହନ ମନ୍ତ୍ରୀଙ୍କ ସହ ବସ ମାଲିକ ସଂଘ ଆଲୋଚନା ଶେଷ । ଆଲୋଚନା ପରେ ପରିବହନ ମନ୍ତ୍ରୀ ଟୁକୁନି ସାହୁଙ୍କ ପ୍ରତିକ୍ରିୟା । ବସ ମାଲିକ ସଂଘ ସେମାନଙ୍କ ପ୍ରସ୍ତାବ ୩୦ ତାରିଖ ସୁଦ୍ଧା ଲିଖିତ ଦେବେ । ବସ ମାଲିକ ଓ ସରକାରଙ୍କ ଲକ୍ଷ୍ୟ ସମାନ, ପରିବହନ ସେବା ଯୋଗାଇବା । ବସ ମାଲିକଙ୍କୁ ଯେଭଳି ଅସୁବିଧା ନ ହେବ , ସେଥିପ୍ରତି ବି ଦୃଷ୍ଟି ଦିଆଯିବ । କୈାଣସି ଆନେ୍ଦାଳନ କରାଯିବନି , ଆଲୋଚନାରେ ସମାଧାନ ହେବ । ଯେଉଁଠି ବସ ଚାଲୁ ନ ଥିଲା ଆମେ ସେଠି ବସ ଚଳାଉଛୁ । ଆସନ୍ତା ୩୧ ତାରିଖରୁ ଧର୍ମଘଟ ହେବନି, ସ୍ୱାଭାବିକ ଭାବେ ବସ ଚାଲିବ ବୋଲି ମନ୍ତ୍ରୀ କହିଛନ୍ତି ।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ପୁରୀ ଯିବା ରାସ୍ତାରେ ପଇଡ ପିଇଲେ ମୁଖ୍ୟମନ୍ତ୍ରୀ

ପୁରୀ ଯିବା ରାସ୍ତାରେ ପଇଡ ପିଇଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର : ରୀ ଯିବା ରାସ୍ତାରେ ସତ୍ୟବାଦୀ ନିକଟରେ ପଇଡ ପିଇଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ । ପଇଡ ବିକ୍ରେତା ଶ୍ରୀଧର ମହାପାତ୍ରଙ୍କ ସହ ସୁଖଦୁଃଖ ହୋଇଛନ୍ତି...

ADVERTISEMENT

Login