The Ultimate Managed Hosting Platform
ADVERTISEMENT

କେ.ଏଲ୍‌ ରାହୁଲଙ୍କ ଲଭ ଲାଇଫ୍‌ ଚର୍ଚ୍ଚାରେ  , ଫଟୋ ଭାଇରାଲ୍‌ 

Facebook
Twitter
LinkedIn

ଆଥିଆ ଶେଟ୍ଟୀ-କେ.ଏଲ୍‌ ରାହୁଲ। ଦୁହେଁ ତାଙ୍କ ଲଭ ଲାଇଫ୍‌କୁ ନେଇ ବେଶ୍‌ ଚର୍ଚ୍ଚାରେ ଅଛନ୍ତି । ସେମାନେ ଦୁହିଁଙ୍କ ସମ୍ପର୍କକୁ ନେଇ ଖୋଲାଖୋଲି ଭାବେ ନିଶ୍ଚିତ କରିଥିଲେ। ଅଷ୍ଟ୍ରେଲିଆରେ ଚାଲିଥିବା ଟି -୨୦ ବିଶ୍ୱକପ ମ୍ୟାଚ୍ ସମୟରେ ଆଡିଲେଡରେ ଲଭବର୍ଡ ଆଥିଆ ଶେଟ୍ଟୀ ଏବଂ କେ.ଏଲ୍ ରାହୁଲ ଅନେକ ଥର ଏକାଠି ନଜର ଆସିଥିଲେ। ଏହି ସମୟରେ, ବର୍ତ୍ତମାନ ଏହି ସୁନ୍ଦର ଫଟୋ ସାମ୍ନାକୁ ଆସିଛି। ଉଭୟ ପରସ୍ପରର ପ୍ରେମରେ ହଜିଯାଇଥିବାର ଦେଖାଯାଉଛି।  ଫଟୋରେ କ୍ରିକେଟରଙ୍କ ଆଖି ତାଙ୍କ ଲେଡି ଲଭକୁ ଚାହିଁଥିର ନଜର ଆସିଛନ୍ତି। ଏହି ଫଟୋକୁ ପ୍ରଶଂସକମାନେ ବହୁତ ପସନ୍ଦ କରୁଛନ୍ତି।ଏସବୁ ମଧ୍ୟରେ ଆଥିଆ ଏବଂ କେ.ଏଲ ରାହୁଲ ଖୁବ୍‌ ଶୀଘ୍ର ବିବାହ କରିବା ଯାଉଛନ୍ତି ବୋଲି କୁହାଯାଉଛି। ଖବର ଅଛ କି ସେମାନଙ୍କର ପ୍ରାଇଭେଟ ବିବାହ କରିବାର ଯୋଜନା କରୁଛନ୍ତି।  ଯାହା ସ୍ପଷ୍ଟ ଭାବରେ ଦର୍ଶାଏ ଯେ ଉଭୟ ପରସ୍ପରକୁ ଭଲ ପାଉଛନ୍ତି।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ବନ୍ଦ ହେଲା କେଦାରନାଥ ଯାତ୍ରା , ପ୍ରବଳ ବର୍ଷା ପାଇଁ ପ୍ରଶାସନ ନେଲା ନିଷ୍ପତ୍ତି

ବନ୍ଦ ହେଲା କେଦାରନାଥ ଯାତ୍ରା , ପ୍ରବଳ ବର୍ଷା ପାଇଁ ପ୍ରଶାସନ ନେଲା ନିଷ୍ପତ୍ତି

ନୂଆଦିଲ୍ଲୀ : ଉତ୍ତରାଖଣ୍ଡର ରୁଦ୍ରପ୍ରୟାଗ ଏବଂ ଆଖପାଖ ଅଞ୍ଚଳରେ ପ୍ରବଳ ବର୍ଷା ଯୋଗୁଁ ଅଳକନନ୍ଦା ନଦୀର ଜଳସ୍ତର ବୃଦ୍ଧି ପାଇଛି । ତଥାପି, ନଦୀ ଏବେ ବି...

ସୁସ୍ଥ ହୋଇ ହସ୍ପିଟାଲରୁ ଡିସଚାର୍ଜ ହେଲେ ନବୀନ ପଟ୍ଟନାୟକ

ସୁସ୍ଥ ହୋଇ ହସ୍ପିଟାଲରୁ ଡିସଚାର୍ଜ ହେଲେ ନବୀନ ପଟ୍ଟନାୟକ

ଭୁବନେଶ୍ୱର : ସର୍ଭାଇକଲ ଆର୍ଥ୍ରାଇଟିସ ସର୍ଜରୀ ପରେ ସଂପୂର୍ଣ୍ଣ ସୁସ୍ଥ ହୋଇ ହସପିଟାଲରୁ ଡିସଚାର୍ଜ ହେଲେ ନବୀନ ପଟ୍ଟନାୟକ । ସୁସ୍ଥ ହେବା ସହ ସ୍ବାଭାବିକ ଚଲାବୁଲା...

ADVERTISEMENT

Login