ବ୍ୟସ୍ତବହୁଳ ଜୀବନ ମଧ୍ୟରେ ଶରୀର ପ୍ରତି ଧ୍ୟାନ ଦେବାକୁ କାହାରି ପାଖେ ସମୟ ନାହିଁ। ଏହାରି ମଧ୍ୟରେ ସୁନ୍ଦର ତ୍ୱଚା ପାଇଁ ଆଜିକାଲି ସମସ୍ତେ ଚିନ୍ତିତ । ଏଥିପାଇଁ ଅଫିସ କାମରୁ ଟିକେ ଫୁରସତ୍ ମିଳିଲେ ସମସ୍ତେ ପାର୍ଲର ଆଡକୁ ଯାଆନ୍ତି। ଏଥିପାଇଁ ତାଙ୍କୁ ବେଶି ପରିଶ୍ରମ କରିବାକୁ ପଡ଼େ ନାହିଁ। କିନ୍ତୁ ଏପରି ସ୍ଥିତିରେ ଯଦି ଆମେ ଘରୋଇ ଉପଚାର କୁ ଆପଣାଇବା ତେବେ ଆମ ପାଖରେ ସେତିିକି ସମୟ ହୁଏନାହିଁ।
ଆପଣ ଏହିସବୁ ମଞ୍ଜିକୁ କଞ୍ଚା ନଚେତ ସିଝାଇ ଖାଇପାରିବେ। କେଶର ଗ୍ରୋଥକୁ ବଢ଼ାଇବା ପାଇଁ ଏହି ମଞ୍ଜି ଖୁବ ଭଲ ହୋଇଥାଏ।
-କଖାରୁ ମଞ୍ଜି ଏବଂ ମେଥି ମଞ୍ଜି ଏଥିପାଇଁ ସବୁଠୁ ଭଲ ହୋଇଥାଏ। ଏହାସହିତ ଆପଣ ହେଲଦି ଡାଏଟ ଏବଂ ଭଲ ଲାଇଫଷ୍ଟାଇଲକୁ ମେଣ୍ଟେନ କରିବା ଜରୁରୀ। ଯଦି ଆପଣ ବି ହେୟାର ଗ୍ରୋଥ ପାଇଁ ଚାହୁଁଛନ୍ତି ତେବେ ଏସବୁକୁ ନିଜ ଡାଏଟରେ ସାମିଲ କରନ୍ତୁ।
-ରାଶି ମଞ୍ଜିକୁ ଆପଣ ନିଜ ହେୟାର ଗ୍ରୋଥ ପାଇଁ ବ୍ୟବହାର କରିପାରିବେ। ଏହାକୁ ଆପଣ ପରିବା କିମ୍ବା ଅନ୍ୟ ଉପାୟରେ ମଧ୍ୟ ଖାଇପାରିବେ।
-ସୂର୍ୟ୍ୟମୂଖୀ ମଞ୍ଜି ମଧ୍ୟ ହେୟାର ଗ୍ରୋଥ ପାଇଁ ସବୁଠୁ ଭଲ ହୋଇଥାଏ। ଏଥିରେ ଆଣ୍ଟି ଅକ୍ସିଡାଣ୍ଟ , ଭିଟାମିନ ଇ ରହିଛି। ଓମେଗା ୩ ଫ୍ୟାଟି ଏସିଡ ଏବଂ ଜିଙ୍କ ମଧ୍ୟ ସାମିଲ ରହିଛି।
-କଖାରୁ ମଞ୍ଜିରେ ଜିଙ୍କ, ସିଲେନିୟମ, କପର, ମାଗ୍ନେସିୟମ. ଆଇରନ, କ୍ୟାଲସିୟମ, ଭିଟାମିନ ଏ, ବି , ସି ଭଳି ପୋଷକ ତତ୍ତ୍ୱ ଭରପୂର ରହିଛି।
-ମେଥି ଦାନା କେଶ ବୃଦ୍ଧି ପାଇଁ ଖୁବ ଉତ୍ତମ ହୋଇଥାଏ। ଏହାକୁ ଖାଇବା ସହ ଆପଣ ଏହାକ ୁ ନଡ଼ିଆ ତେଲରେ ପକାଇ କେଶରେ ଲଗାଇପାରିବେ।
କେଶ ବୃଦ୍ଧି ପାଇଁ ପ୍ରତିଦିନ ଖାଆନ୍ତୁ ଏହିସବୁ ମଞ୍ଜି
Facebook
Twitter
LinkedIn
Facebook
Twitter
LinkedIn
Recent News
୨ ଦିନ ରାଜ୍ୟରେ ବର୍ଷା ସମ୍ଭାବନା
ଭୁବନେଶ୍ୱର : ୨ ଦିନ ରାଜ୍ୟରେ ବର୍ଷା ସମ୍ଭାବନା । ସତର୍କ ରହିବାକୁ କହିଛି ଆଂଚଳିକ ପାଣିପାଗ କେନ୍ଦ୍ର । ଦକ୍ଷିଣ-ପଶ୍ଚିମ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ...
ତ୍ରିଶୂଳୀ ନଦୀକୁ ଖସିପଡିଲା ବସ
କାଠମାଣ୍ଡୁ : ନେପାଳରେ ଭୟଙ୍କର ସଡ଼କ ଦୁର୍ଘଟଣା । ରାଜଧାନୀଠାରୁ ପ୍ରାୟ ୯୦ କିଲୋମିଟର ଦୂରରେ ଏକ ବଡ଼ ଧରଣର ବସ୍ ଦୁର୍ଘଟଣା ଘଟିଛି । ନେପାଳର...
ଲାଲକିଲ୍ଲା ଓ ଦିଲ୍ଲୀ ସଚିବାଳୟକୁ ବୋମାରେ ଉଡାଇବାକୁ ଧମକ
ନୂଆଦିଲ୍ଲୀ : ଲାଲ କିଲ୍ଲା ଏବଂ ଦିଲ୍ଲୀ ସଚିବାଳୟକୁ ବୋମାରେ ଉଡ଼ାଇବାକୁ ଧମକ ମିଳିଛି । ଦିଲ୍ଲୀ ପୋଲିସ ଏହାକୁ ନେଇ ଯାଞ୍ଚ ଆରମ୍ଭ କରିଛି ।...
କନ୍ଧମାଳରେ ୩୦ ନକ୍ସଲ ସକ୍ରିୟ : ସଞ୍ଜୀବ ପଣ୍ଡା
କନ୍ଧମାଳ : କନ୍ଧମାଳରେ ଆଉ ପ୍ରାୟ ୩୦ ନକ୍ସଲ ସକ୍ରିୟ ରହିଛନ୍ତି । ପ୍ରେସମିଟରେ ସୂଚନା ଦେଲେ ଏଡିଜି ସଞ୍ଜୀବ ପଣ୍ଡା । ରାଇକିଆ , ଦାରିଙ୍ଗବାଡି,...











