ନୂଆଦିଲ୍ଲୀ : ମୈାସୁମୀ କେରଳ ଛୁଇଁବା ନେଇ ଆଇଏମଡିର ସୂଚନା । ପ୍ରାୟ ୧ ସପ୍ତାହ ବିଳମ୍ବରେ ମୈାସୁମୀ କେରଳ ଛୁଇଁଲା । କିନ୍ତୁ ଓଡିଶାକୁ ବିଳମ୍ବରେ ଛୁଇଁପାରେ ମା÷÷ସୁମୀ । ବିଳମ୍ବରେ ଛୁଇଁବା ଆକଳନ କଲେ ପାଣିପାଗ ବିଭାଗ । କେରଳକୁ ବିଳମ୍ବରେ ଛୁଇଁଥିବାରୁ ଓଡିଶାକୁ ଡେରିରେ ଆସିପାରେ । କେରଳକୁ ପହିଲା ସୁଦ୍ଧା ଓ ଓଡିଶାକୁ ୧୨ ସୁଦ୍ଧା ଛୁଇଁଥାଏ । କେରଳକୁ ସପ୍ତାହେ ଡେରିରେ ଆସିଥିବାରୁ ଓଡିଶାରେ ବି ଡେରି ହେବ । ତେବେ କେବେ ଓଡିଶା ଛୁଇଁବ ନିର୍ଦ୍ଦିଷ୍ଟ ଭାବେ ଆକଳନ ହୋଇନି ।
Views: 75