The Ultimate Managed Hosting Platform
ADVERTISEMENT
Latest News
The Ultimate Managed Hosting Platform
Latest News

କେବେ ବି ଦାନ କରନ୍ତୁ ନାହିଁ ଏହି ସବୁ ଜିନିଷ…

Facebook
Twitter
LinkedIn

ହିନ୍ଦୁ ଧର୍ମରେ ଦାନକୁ ଏକ ପୂଣ୍ୟ କର୍ମ ଭାବରେ ବିବେଚନା କରାଯାଏ । କିନ୍ତୁ ଏପରି କିଛି ଜିନିଷ ଅଛି ଯାହାକୁ ଦାନ କରିବା ଉଚିତ ନୁହେଁ । ଦାତାଙ୍କର ଏହି ସବୁ ଜିନିଷ ଦାନ କରିବା ଦ୍ୱାରା କ୍ଷତି ହୋଇଥାଏ ।
୧-ଷ୍ଟିଲର ବାସନ କୁସନ କେବେବି ଦାନ କରିବା ଉଚିତ୍ ନୁହେଁ । ବ୍ୟବହାର କରୁଥିବା ଷ୍ଟିଲ ବାସନ ଦାନ କରିବା ଦ୍ୱାରା ଘରର ସୁଖ ଭଙ୍ଗ ହୁଏ ।
୨-ଚିରାଫଟା ବହି କିମ୍ବା ଆଧ୍ୟାତ୍ମିକ ପୁସ୍ତକ ଦାନ କରିବା ଉଚିତ ନୁହେଁ । ଏଭଳି କରିବା ଦ୍ୱାରା ମାତା ସରସ୍ୱତୀ ରୁଷ୍ଟ ହୋଇଥାନ୍ତି ।
୩-ଧାର ଯୁକ୍ତକୈାଣସି ଜିନିଷ ଦାନ କରିବା ଅନୁଚିତ୍ । ଧାର୍ମିକ ମାନ୍ୟତା ଅନୁସାରେ ଏଭଲି ଜିନିଷ ଦାନ କରିବା ଶୁଭଦାୟକ ହୋଇ ନ ଥାଏ ।
୪-ଝାଡୁ ଦାନ କରିବା ଦ୍ୱାରା ମା ଲକ୍ଷ୍ମୀ ରୁଷ୍ଟ ହୋଇଥାନ୍ତି ।
୫-କଣ୍ଟାଗଛକୁ ଘର ମଧ୍ୟରେ ରଖିବା ଉଚିତ ନୁହେଁ । ନକାରାତ୍ମକ ଶକ୍ତି ସୃଷ୍ଟି ହୁଏ ।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ଅହମ୍ମଦାବାଦରେ ବିମାନ ଦୁର୍ଘଟଣା ; ଦୁଃଖ ପ୍ରକାଶ କଲେ ମୋଦି, ଶାହା

ଅହମ୍ମଦାବାଦରେ ବିମାନ ଦୁର୍ଘଟଣାରେ ହେଲପଲାଇନ ନଂ ଜାରି- ୦୧୧-୨୪୬୧୦୮୪୩,୯୬୫୦୩୯୧୮୫୯

ଅହମ୍ମଦାବାଦ : ଅହମ୍ମଦାବାଦରୁ ଲଣ୍ଡନ ଯାଉଥିବା ଏୟାର ଇଣ୍ଡିଆର ଏକ ବିମାନ ଦୁର୍ଘଟଣାଗ୍ରସ୍ତ ହୋଇଛି । ପ୍ଲେନକ୍ରାସ ପରେ ଆକାଶ ଧୂଆଁମୟ । ଟେକଅଫ ସମୟରେ କ୍ରାସ...

ଅହମ୍ମଦାବାଦରେ ବିମାନ ଦୁର୍ଘଟଣା ; ଦୁଃଖ ପ୍ରକାଶ କଲେ ମୋଦି, ଶାହା

ଅହମ୍ମଦାବାଦରେ ବିମାନ ଦୁର୍ଘଟଣା ; ଦୁଃଖ ପ୍ରକାଶ କଲେ ମୋଦି, ଶାହା

ଅହମ୍ମଦାବାଦ : ଅହମ୍ମଦାବାଦ ବିମାନ ଦୁର୍ଘଟଣାକୁ ନେଇ ଦୁଃଖ ପ୍ରକାଶ କଲେ ପ୍ରଧାନମନ୍ତ୍ରୀ । ଏକ୍ସରେ ଦୁଃଖ ପ୍ରକାଶ କଲେ ପ୍ରଧାନମନ୍ତ୍ରୀ ମୋଦି । ଏହା ଆମ...

ADVERTISEMENT
ଅହମ୍ମଦାବାଦରେ ବିମାନ ଦୁର୍ଘଟଣା ; ୨ ଡାକ୍ତରୀ ହଷ୍ଟେଲରେ ପିଟି ହେଲା ବିମାନ

ଅହମ୍ମଦାବାଦରେ ବିମାନ ଦୁର୍ଘଟଣା ; ୨ ଡାକ୍ତରୀ ହଷ୍ଟେଲରେ ପିଟି ହେଲା ବିମାନ

ଅହମ୍ମଦାବାଦ : ୨ଟି ବଡ କୋଠାରେ ପିଟି ହୋଇଛି ଦୁର୍ଘଟଣାଗ୍ରସ୍ତ ବିମାନ । ଅହମ୍ମଦାବାଦ ମେଘାନୀ ନଗରରେ ୨ଟି ବିଲ୍ଡିଂରେ ପିଟି ହେଲା । ପ୍ରଥମେ ଜୁନିୟର...

ଅହମ୍ମଦାବାଦରେ ବିମାନ ଦୁର୍ଘଟଣା ; ୧୧୦ ଯାତ୍ରୀଙ୍କ ମୃତ୍ୟୁ ସୂଚନା

ଅହମ୍ମଦାବାଦରେ ବିମାନ ଦୁର୍ଘଟଣା ; ୧୧୦ ଯାତ୍ରୀଙ୍କ ମୃତ୍ୟୁ ସୂଚନା

ଅହମ୍ମଦାବାଦ : ଏୟାର ଇଣ୍ଡିଆ ବିମାନ ଦୁର୍ଘଟଣାରେ ୧୧୦ ଯାତ୍ରୀଙ୍କ ମୃତ୍ୟୁ ସୂଚନା । ୧୧୦ ଯାତ୍ରୀଙ୍କ ମୃତ୍ୟୁ ନେଇ ଜାତୀୟ ଗଣମାଧ୍ୟମର ସୂଚନା । ବିମାନଟି...

Login