The Ultimate Managed Hosting Platform
ADVERTISEMENT

କେନ୍ଦ୍ରାପଡା ନାବାଳିକା ଗଣଦୁଷ୍କର୍ମ ମାମଲା , ୨ ମନ୍ତ୍ରୀଙ୍କୁ ବିଜେପିର ଟାର୍ଗେଟ

Facebook
Twitter
LinkedIn

କେନ୍ଦ୍ରାପଡା : କେନ୍ଦ୍ରାପଡା ନାବାଳିକା ଗଣଦୁଷ୍କର୍ମ ମାମଲାରେ ୨ ମନ୍ତ୍ରୀଙ୍କୁ ବିଜେପିର ଟାର୍ଗେଟ । ମନ୍ତ୍ରୀ ଅତନୁ ସବ୍ୟସାଚୀ ନାୟକ ଓ ରାଜା ସ୍ୱାଇଙ୍କୁ ଟାର୍ଗେଟ କଲେ ଐଶ୍ୱର୍ଯ୍ୟା ବିଶ୍ୱାଳ । ମୁଖ୍ୟ ଅଭିଯୁକ୍ତକୁ ମୁଖ୍ୟମନ୍ତ୍ରୀ ସୁରକ୍ଷା ଦେଉଥିବା ଅଭିଯୋଗ କଲେ । କଲେଜର ଅଧ୍ୟାପକ ପୀଡିତା ପରିବାରକୁ ଧମକାଉଥିବା ଅଭିଯୋଗ । ଆଠଗଡରୁ ଗିରଫ ଅଭିଯୁକ୍ତ କୃଷି ମନ୍ତ୍ରୀଙ୍କ ପାଖ ଲୋକ । କାର୍ଯ୍ୟାନୁଷ୍ଠାନ ନ ହେଲେ ଜାତୀୟ ମହିଳା କମିଶନଙ୍କ ଦ୍ୱାରସ୍ଥ ହେବୁ ବୋଲି ଚେତାବନି ଦେଇଛନ୍ତି ଐଶ୍ୱର୍ଯ୍ୟା ବିଶ୍ୱାଳ । ଐଶ୍ୱର୍ଯ୍ୟାଙ୍କ ଅଭିଯୋଗ ନେଇ ଉଭୟ ମନ୍ତ୍ରୀଙ୍କ ପ୍ରତିକ୍ରିୟା ମିଳିପାରିନାହିଁ ।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ADVERTISEMENT
ମମତା ଜଷ୍ଟିଫାଏ ବନ୍ଦ କରି ଜଷ୍ଟିସ ଦିଅନ୍ତୁ ; ବାଂଶୁରୀ

ମମତା ଜଷ୍ଟିଫାଏ ବନ୍ଦ କରି ଜଷ୍ଟିସ ଦିଅନ୍ତୁ ; ବାଂଶୁରୀ

କୋଲକତା : ପଶ୍ଚିମବଙ୍ଗରେ ଓଡିଆ ଡାକ୍ତରୀ ଛାତ୍ରୀଙ୍କୁ ଗଣଦୁଷ୍କର୍ମ ଘଟଣା । ମମତା ବାନାର୍ଜୀଙ୍କୁ ଦିଲ୍ଲୀ ବିଜେପି ସାଂସଦ ବାଂଶୁରୀ ସ୍ୱରାଜଙ୍କ ଟାର୍ଗେଟ । ଝିଅମାନେ ରାତିରେ...

Login