The Ultimate Managed Hosting Platform
ADVERTISEMENT

କେନ୍ଦୁଝର-କରଞ୍ଜିଆ ସୀମାରେ ବାଘ ପାଦ ଚିହ୍ନ ଠାବ

Facebook
Twitter
LinkedIn

କେନ୍ଦୁଝର : ପାଟଣା ରେଞ୍ଜ ମାଛଗଡରେ ମହାବଳ ବାଘର ପାଦ ଚିହ୍ନ ଠାବ । ବାଘ ପାଦ ଚିହ୍ନ ଠାବ କଲା ବନ ବିଭାଗର ପାଟ୍ରୋଲିଂ ଟିମ । ଅଟେଇ ସରଂକ୍ଷିତ ଜଙ୍ଗଲରେ ପଡିଛି ମହାବଳ ବାଘର ପାଦ ଚିହ୍ନ । ୩୫ଟି ଟ୍ରାପ କ୍ୟାମେରା ସାହାଯ୍ୟରେ ବାଘକୁ ଖୋଜୁଛି ବନ ବିଭାଗ । ଏ ନେଇ କେନ୍ଦୁଝର ଡିଏଫଓ ଏଚଡି ଧନରାଜଙ୍କ ସୂଚନା ।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ବଢିଲା ଶୁଭଙ୍କର ମିଶ୍ରଙ୍କ ଅଡୁଆ

ବଢିଲା ଶୁଭଙ୍କର ମିଶ୍ରଙ୍କ ଅଡୁଆ

ପୁରୀ : ଶୁଭଙ୍କର ମିଶ୍ରଙ୍କ ବିବାଦୀୟ ମନ୍ତବ୍ୟକୁ ନେଇ ପୁରୀ ଜିଲ୍ଲାପାଳଙ୍କ ପ୍ରତିକ୍ରିୟା । ରିପୋର୍ଟ ପରେ କାର୍ଯ୍ୟାନୁଷ୍ଠାନ ନିଆଯିବ କହିଲେ ପୁରୀ ଜିଲ୍ଲାପାଳ । ମନ୍ତବ୍ୟରେ...

ADVERTISEMENT
ରୁଷିଆକୁ ଯୁଦ୍ଧ ବନ୍ଦ କରିବାକୁ ନିଦେ୍ର୍ଦଶ ଦେଲେ ଟ୍ରମ୍ପ

ଆଫଗାନିସ୍ତାନ ନାଗରିକଙ୍କୁ ଆମେରିକା ମନା

ୱାସିଂଟନ : ଆଫଗାନିସ୍ତାନ ନାଗରିକଙ୍କୁ ଆମେରିକା ମନା । ୱାଶିଂଟନ୍ ଡିସି ଗୁଳିକାଣ୍ଡ ପରେ କଠୋର ପଦକ୍ଷେପ ନେଲା ଟ୍ରମ୍ପ ପ୍ରଶାସନ। ଆଫଗାନିସ୍ତାନ ପାସପୋର୍ଟଧାରୀଙ୍କ ଭିସା ବନ୍ଦ...

Login