The Ultimate Managed Hosting Platform
ADVERTISEMENT

କୂଅରେ ପଡି ୨ ମୃତ

Facebook
Twitter
LinkedIn

କାମାକ୍ଷାନଗର : ସଫେଇ ବେଳେ କୂଅରେ ପଡି ୨ ମୃତ । ପରଜଙ୍ଗ ଥାନା ସରକିଶୋରପାଳ ଗାଁରେ ଅଭାବନୀୟ ଘଟଣା । ୪୦ ଫୂଟ କୂଅରେ ପଶି ସଫେଇ କରିବା ବେଳେ ଗଳି ପଡିଲେ ଶ୍ରମିକ । କୂଅରୁ ଶ୍ରମିକଙ୍କୁ ଉଦ୍ଧାର କରିବାକୁ ଯାଇ କରିବାକୁ ଯାଇ ମାଲିକଙ୍କ ମଧ୍ୟ ମୃତ୍ୟୁ । ଉଭୟଙ୍କ ମୃତଦେହ ଉଦ୍ଧାର କଲା ଅଗ୍ନିଶମ ବାହିନୀ ।

ବର୍ଷା ପାଇଁ ଆମେ ସଜାଗ : ଏସଆରସି
ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ADVERTISEMENT

Login