The Ultimate Managed Hosting Platform
ADVERTISEMENT

କୁମକୀ ହାତୀ “ଭବାନୀ”ର ମୃତ୍ୟୁ

Facebook
Twitter
LinkedIn

ବାରିପଦା : ଶିମିଳିପାଳରେ କୁମକୀ ହାତୀ ଭବାନୀର ମୃତ୍ୟୁ । ବୟସାଧିକ କାରଣରୁ ହାତୀର ମୃତ୍ୟୁ ହୋଇଥିବା ସୂଚନା । ୭ ଫୁଟ ଉଚ୍ଚର ୮୦ ବର୍ଷୀୟ ହାତୀ ଭବାନୀର ମୃତ୍ୟୁ । ୨୦୦୧ରେ କର୍ଣ୍ଣାଟକରୁ ଓଡିଶାରେ ଭବାନୀ । ଗତ କିଛି ମାସ ପୂର୍ବରୁ ଶୋଭାର ମୃତ୍ୟୁ ହୋଇଥିବା ବେଳେ ଗତ ଜାନୁାରୀ ୧୨ ତାରିଖରେ ମହିନ୍ଦ୍ରାର ମୃତ୍ୟୁ ହୋଇଥିଲା । ତେବେ ଆଜି ଭବାନୀର ମୃତ୍ୟୁ ସମ୍ପର୍କରେ ଖବର ପାଇ ପରିବେଶବିତ ମାନେ ଉଦବେଗ ପ୍ରକାଶ କରିଛନ୍ତି । ସେହିପରି ଗତ ୨ ଦିନ ତଳେ ସୁନ୍ଦରଗଡ ଉଜ୍ୱଳପୁର ଫରେଷ୍ଟ ରେଞ୍ଜ କରୁଆ ବାହାଲ ଜଙ୍ଗଲରେ ହାତୀକୁ ବୋମାମାଡ ହୋଇଥିଲା ।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ADVERTISEMENT

Login