The Ultimate Managed Hosting Platform
ADVERTISEMENT

କିଲର ‘ଥର’ ଧକ୍କା : ମା’ ବି ମୃତ

Facebook
Twitter
LinkedIn

ଭୁବନେଶ୍ୱର : କିଲର ‘ଥର’ ଧକ୍କାରେ ଗୁରୁତର ଥିବା ମହିଳାଙ୍କର ଚାଲିଗଲା ଜୀବନ । ରାକ୍ଷୀ ପୂର୍ଣ୍ଣିମାରେ ଝିଅର ମୃତ୍ୟୁ ଘଟିଥିବା ବେଳେ ଆଜି ମାର ଚାଲିଗଲା ଜୀବନ । ରାକ୍ଷୀ ପୂର୍ଣ୍ଣିମାରେ ପାତ୍ରପଡା ଭି୨ ନିକଟରେ ଧକ୍କା ଦେଇଥିଲା କିଲର ଥର । ମୃତ ମହିଳାଙ୍କ ନାଁ ରେବତୀ ରାଉଳ । ଏହାକୁ ନେଇ ଗତକାଲି ରାଜରାସ୍ତା ବନ୍ଦ କରିଥିଲେ ସ୍ଥାନୀୟ ଲୋକେ । ଦୁର୍ଘଟଣା ଘଟାଇଥିବା ଥର୍ ଗାଡି ମଧ୍ୟ ଜବତ ହୋଇଥିଲା। ଆଜି ଏକ ଘରୋଇ ହସ୍ପିଟାଲରେ ମା’ ରେବତୀ ରାଉଳଙ୍କ ମୃତ୍ୟୁ ଘଟିଛି । ଦୁର୍ଘଟଣା ଘଟାଇଥିବା ଡ୍ରାଇଭର ଏବେ ବି ଫେରାର ଅଛି ।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ADVERTISEMENT

Login