ଭୁବନେଶ୍ୱର : କିଟ୍ ବିଶ୍ୱବିଦ୍ୟାଳୟରେ ନେପାଳୀ ଛାତ୍ରୀ ମୃତ୍ୟୁ ଘଟଣା । ରାଜ୍ୟ ଅତିଥି ଭବନରେ ଉଚ୍ଚସ୍ତରୀୟ କମିଟିର ଜେରା ଆରମ୍ଭ । ଜଣଙ୍କ ପରେ ଜଣେ ଅଧିକାରୀଙ୍କୁ ପର୍ଯ୍ୟାୟକ୍ରମେ ଜେରା । କିଟ୍ ଇଣ୍ଟରନ୍ୟାସନାଲ କମିଟି ମୁଖ୍ୟ, ସୁରକ୍ଷା ମୁଖ୍ୟଙ୍କୁ ଚାଲିଛି ଜେରା । ସହକାରୀ ନିଦେ୍ର୍ଦଶକ , ସିନିୟର ହଷ୍ଟେଲର ସୁପରିଟେଣ୍ଡେଣ୍ଟଙ୍କୁ ବି ଜେରା ।
Views: 18