ନୂଆଦିଲ୍ଲୀ : ହରିୟାଣା ଗୁରୁଗାଓଁରେ ଥିବା କିଙ୍ଗଡମ୍ ଅଫ୍ ଡ୍ରିମ୍ସରେ ଭୟଙ୍କର ଅଗ୍ନିକାଣ୍ଡ ଘଟିଛି । ଘଟଣାସ୍ଥଳରେ ଦମକଳ ବାହିନୀ ଗାଡି ପହଞ୍ଚି ନିଆଁକୁ ଆୟତ୍ତ କରିଛି । କିଙ୍ଗଡମ୍ ଅଫ୍ ଡ୍ରିମ୍ସର କଲଚର୍ ଗ୍ୟାଲେରୀରେ ଅଗ୍ନିକାଣ୍ଡ ଘଟିଛି । ଅଗ୍ନିକାଣ୍ଡ ଯୋଗୁଁ ବିପୁଳି କ୍ଷୟକ୍ଷତି ହୋଇଛି । ସୂଚନା ପାଇବା ମାତ୍ରେ ନିୟନ୍ତ୍ରଣ କରିବା ପାଇଁ ଘଟଣାସ୍ଥଳରେ ଅଗ୍ନିଶମ ବାହିନୀ ଟିମ୍ ପହଞ୍ଚି ନିଆଁକୁ ଆୟତ୍ତ କରିଛି । ନିଆଁ ସକାଳ ୬.୩୦ ମିନିଟରେ ଲାଗିଥିବା ଜଣାପଡିଛି । ଯେଉଁ ସ୍ଥାନରେ ନିଆଁ ଲାଗିଛି, ସେହି ସ୍ଥାନର ନିର୍ମାଣରେ ଫାଇବର ବ୍ୟବହାର କରାଯାଇଥିଲା । ତେଣୁ ଏହା ତୁରନ୍ତ ନିଆଁ ଧରିବାରେ ସହାୟକ ହୋଇଥିଲା । ଘଟଣା ସ୍ଥଳରେ ୧୨ଟି ଦମକଳ ଗାଡି ନିଆଁ ଲିଭାଇବାରେ ନିୟୋଜିତ ହୋଇଥିଲା । ଯେଉଁ ସ୍ଥାନରେ ନିଆଁ ଲାଗିଛି, ସେଠାରେ ୧୪ଟି ରାଜ୍ୟର ଖାଇବା ପରଷା ଯାଉଥିଲା । ତେବେ ଭୀଷଣ ନିଆଁ ଯୋଗୁଁ ଗ୍ୟାଲେରୀର ଛାତ ଏବଂ ସଂଲଗ୍ନ ଥିବା କାନ୍ଥ ମଧ୍ୟ ଖସି ପଡିଥିଲା । ଦମକଳ ବାହିନୀ କର୍ମୀ ଯେଉଁ ସ୍ଥାନରେ ଠିଆ ହୋଇଥିଲେ, ସେଠାରେ ଏହି ଅଘଟଣ ଘଟିଥିଲା । ଏହି ଘଟଣାରେ କାହାର କିଛି କ୍ଷତି ହୋଇନାହିଁ । ନିଆଁ ଲାଗିବାର କାରଣ ଏପର୍ୟ୍ୟନ୍ତ ଜଣାପଡିନାହିଁ ।
କିଙ୍ଗଡମ୍ ଅଫ ଡିମ୍ସରେ ଭୟଙ୍କର ଅଗ୍ନିକାଣ୍ଡ
Facebook
Twitter
LinkedIn
Facebook
Twitter
LinkedIn
Recent News
Parhaat Sweepstakes Casinon bonukset ilman talletusta oikean rahan palkintoihin elokuussa 2026
Kun olet valinnut talletusvapaan kasinobonuksen ja lunastanut sen (varmista), Pottila alue että täytät kierrätysvaatimukset annetun aikarajan sisällä. Etsitpä sitten uutta...
The official website for Indian players is RajBet Online Casino.
No additional promo code is mandatory for base participation; the bonus relates to the initial deposit and fulfills standard wagering...
Top 10 USA Online Casinos for Real Money support and incident response before launch Gambling in 2026
This blackjack game offers the best odds of any in the US. If the dealer busted with a 22, remaining...
Top Online Casinos for Real Money in 2026
New players in the online gambling world are advised to use cryptocurrency when engaging with top mobile casinos. By depositing...







