ଭୁବନେଶ୍ୱର : ସମ୍ବଲପୁର ଘଟଣା ନେଇ ଶାସକ ଦଳକୁ ବୈଜୟନ୍ତ ପଣ୍ଡାଙ୍କ ଟାର୍ଗେଟ । ଯାହା ଘଟିଲା ଶାସକ ଦଳ ତାକୁ ଚପେଇ ଦେବାକୁ ବସିଛି , ଅତି ଦୁଃଖର କଥା । କଟକ , କେନ୍ଦ୍ରାପଡାରେ ଅତି ସୈାହାର୍ଦ୍ଦ୍ୟପୂର୍ଣ୍ଣ ଭାବେ ହନୁମାନ ଜୟନ୍ତୀ ହେଲା । କଟକ, କେନ୍ଦ୍ରାପଡାରେ ଭାଇଚାରାରେ ସବୁକିଛି ହେଲା , ଏଭଳି ହିଁ ହେବା କଥା । ଯେଉଁଠି ଅବହେଳା ହୋଇଛି ନିଶ୍ଚିତ ଭାବେ ସ୍ପଷ୍ଟତା ଆସିବା ଦରକାର । ଓଡିଶାବାସୀ ଜାଣିବା ଦରକାର କାହିଁକି ଏମିତି ଘଟଣା ସମ୍ବଲପୁରରେ ହେଲା ।
Views: 71