ପୁରୀ : ଅନୁଷ୍ଠିତ ହେବ ମହାପ୍ରଭୁଙ୍କ ବନକଲାଗି ନୀତି । ଆସନ୍ତାକାଲି ବନକଲାଗି ନୀତି ଅନୁଷ୍ଠିତ ହେବ । ଦତ୍ତମହାପାତ୍ର ନିଯୋଗ ସହ ଜିଲ୍ଲାପାଳଙ୍କ ଆଲୋଚନା । ପରିଚାଳନା କମିଟି ସଦସ୍ୟଙ୍କ ସହ ହୋଇଛି ଆଲୋଚନା । ଦଇତାପତି ନିଯୋଗ ସହ ହୋଇଛି ଆଲୋଚନା । ଆଲୋଚନା କଲେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ । Views: 129
Copy and paste this URL into your WordPress site to embed
Copy and paste this code into your site to embed