May 12, 2024 6:58 pm

The Ultimate Managed Hosting Platform
ADVERTISEMENT

କାଲି ସାଢେ ୪ ଟାରେ ପହଁଚିବେ ନଡ୍ଡା

Facebook
Twitter
LinkedIn

ଭୁବନେଶ୍ୱର : ଆସନ୍ତାକାଲି ଓଡିଶା ଆସିବେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା । ଅପରାହ୍ନ ସାଢେ ୪ଟାରେ ଭୁବନେଶ୍ୱରରେ ପହଁଚିବେ ଜେପି ନଡ୍ଡା । ଭୁବନେଶ୍ୱର ବିମାନ ବନ୍ଦରରୁ ସିଧା ରଙ୍ଗେଇଲୁ୍ଣ୍ଡା ଏୟାରଷ୍ଟ୍ରିପ ଯିବେ । ସନ୍ଧ୍ୟା ୫ଟାରେ ଆମ୍ବପୁଆରେ ସାଧାରଣ ସଭାରେ ଯୋଗ ଦେବେ ନଡ୍ଡା । ପରେ ସନ୍ଧ୍ୟା ୬ଟା ୪୫ରେ କାର୍ଯ୍ୟକର୍ତ୍ତା ବୈଠକରେ ଯୋଗଦେବେ । ବ୍ରହ୍ମପୁର, ଆସିକା, ନବରଙ୍ଗପୁର , କୋରାପୁଟ କାର୍ଯ୍ୟକର୍ତ୍ତାଙ୍କୁ ଭେଟିବେ ।

ADVERTISEMENT
Facebook
Twitter
LinkedIn
ADVERTISEMENT

Recent News

ଆନ୍ଧ୍ରପ୍ରଦେଶ ; ଟ୍ରକରୁ ୮ କୋଟି ଜବତ

ଆନ୍ଧ୍ରପ୍ରଦେଶ ; ଟ୍ରକରୁ ୮ କୋଟି ଜବତ

ବିଶାଖାପାଟଣା: ଆନ୍ଧ୍ରପ୍ରଦେଶର ଏନ୍ଟିଆର ଜିଲ୍ଲାର ଏକ ଚେକ୍ପୋଷ୍ଟରୁ ଗୁରୁବାର ଏକ ଟ୍ରକ୍ରୁ ୮ କୋଟି ନଗଦ ଟଙ୍କା ଜବତ କରାଯାଇଛି। ନିର୍ବାଚନୀ ପ୍ରକ୍ରିୟାରେ ଯାଞ୍ଚ ଚାଲିଥିବା ବେଳେ...

ADVERTISEMENT
ଶ୍ରୀମନ୍ଦିର ଚାରିଦ୍ୱାର ଖୋଲାଯାଉ : ଧର୍ମେନ୍ଦ୍ର

ବିଜେଡିର ନିର୍ବାଚନୀ ଇସ୍ତାହାରକୁ ଧର୍ମେନ୍ଦ୍ରଙ୍କ କଟାକ୍ଷ

ଭୁବନେଶ୍ୱର: ବିଜେଡିର ନିର୍ବାଚନୀ ଇସ୍ତାହାରକୁ ଧର୍ମେନ୍ଦ୍ରଙ୍କ କଟାକ୍ଷ । ବିଜେଡିର ନିର୍ବାଚନୀ ଇସ୍ତାହାର ଉପରେ ପ୍ରତିକ୍ରିୟା ରଖିଛନ୍ତି କେନ୍ଦ୍ରମନ୍ତ୍ରୀ ତଥା ସମ୍ବଲପୁର ଲୋକସଭା ପ୍ରାର୍ଥୀ ଧର୍ମେନ୍ଦ୍ର ପ୍ରଧାନ...

ଜେଲ ଗଲେ କେଜ୍ରିୱାଲ

ସୁପ୍ରିମକୋର୍ଟରେ କେଜ୍ରି୍ୱାଲଙ୍କ ଶୁଣାଣି ଆଜି, ମିଳିବ କି ଜାମିନ !

ନୂଆଦିଲ୍ଲୀ : ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କୁ ଆଜି ମିଳିବ କି ଅନ୍ତରୀଣ ଜାମିନ । ଆଜି ସୁପ୍ରିମକୋର୍ଟ ଏ ନେଇ ରାୟ ଦେଇପାରନ୍ତି । ଏହାପୂର୍ବରୁ...

Login