ଭୁବନେଶ୍ୱର : ବିଜେପି ଶିବିର ଏବେ ତପ୍ତର । ରାଜ୍ୟକୁ ଆସିବେ ତୁଙ୍ଗ କେନ୍ଦ୍ରୀୟ ନେତୃବୃନ୍ଦ । ସୂଚନା ଦେଲେ ରାଜ୍ୟ ବିଜେପି ସଭାପତି ମନମୋହନ ସାମଲ । କାଲି ଆସିବେ ଶିବରାଜ ସିଂ ଚୈାହାନ , କଟକ ଓ ଜଗତସିଂହପୁର ଯିବେ । ୧୫ରେ ନୀତିନ ଗଡକରୀ ଆସିବେ , ପୁରୀରେ କାର୍ଯ୍ୟକ୍ରମ । ୨୨ରେ ରାଜନାଥ ସିଂ ଆସିବେ , କାର୍ଯ୍ୟକ୍ରମ ପରେ ଚୂଡାନ୍ତ ହେବ । ସେ ଅନେକ ଗୁଡିଏ କାର୍ୟ୍ୟକ୍ରମରେ ଯୋଗଦେବେ । ସେହିପରି ମାସ ଶେଷ ବେଳକୁ ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା ମଧ୍ୟ ଓଡ଼ିଶା ଆସିପାରନ୍ତି ବୋଲି ସୂଚନା ଦେଇଛନ୍ତି ରାଜ୍ୟ ସଭାପତି ମନମୋହନ ସାମଲ ।
Views: 66











