The Ultimate Managed Hosting Platform
ADVERTISEMENT

କାଲି ଭଉଣୀକୁ ମାରିଥିଲା , ଆଜି ନିଜେ ମରିଗଲା

Facebook
Twitter
LinkedIn

ବ୍ରହ୍ମପୁର : ସର୍ମ୍ପକୀୟ ଭଉଣୀକୁ ହତ୍ୟା କରିଥିବା ଭାଇର ମୃତ୍ୟୁ । ଏମକେସିଜିରେ ଚିକିତ୍ସାଧୀନ ଅବସ୍ଥାରେ ଅଭିଯୁକ୍ତର ମୃତ୍ୟୁ । କାଲି ବଡବଜାର ଥାନା ସପ୍ତମ ଗଳିରେ ୨ ଜଣଙ୍କୁ ଛୁରାମାଡ ହୋଇଥିଲା । ଘରେ ଶ୍ରାଦ୍ଧ ଦିଆଯିବା ବେଳେ ଭାଇଭଉଣୀକୁ ଛୁରୀ ଭୁସିଥିଲା ଅଭିଯୁକ୍ତ । ୧୩ ବର୍ଷର ଭଉଣୀର ମୃତ୍ୟୁ ହୋଇଥିଲା । ଗୁରୁତର ଅବସ୍ଥାରେ ଭାଇର ଚିକିତ୍ସା ଚାଲିଥିଲା । ଫେରାର ବେଳେ ବସ ଧକ୍କାରେ ଗୁରୁତର ହୋଇ ଚିକିତ୍ସାଧୀନ ଥିଲା । ଖବର ପାଇ ବଡବଜାର ଥାନା ପୋଲିସ ଘଟଣାସ୍ଥଳରେ ପହଁଚି ତଦନ୍ତ ଆରମ୍ଭ କରିଛି । ରାକ୍ଷୀ ପୂର୍ଣ୍ଣିମା ପରି ପବିତ୍ର ଦିନରେ କେଉଁ କାରଣରୁ ଛୁରା ମାଡ ହେଲା , ତାହା ଉପରେ ପୋଲିସ ତଦନ୍ତ ଚଳାଇଛି ।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ନାବାଳିକା ଦୁଷ୍କର୍ମକାରୀକୁ ୨୫ ବର୍ଷ କାରାଦଣ୍ଡ

୩ ଦୁଷ୍କର୍ମୀଙ୍କୁ ଆଜୀବନ

ବାରିପଦା : ୩ ଦୁଷ୍କର୍ମୀଙ୍କୁ ଆଜୀବନ ଜେଲ ଦଣ୍ଡାଦେଶ । କାହ୍ନୁ ମାରାଣ୍ଡି, ବୃନ୍ଦାବନ ନାୟକ, ସୋଲେ ହାଁସଦାଙ୍କୁ ଆଜୀବନ । ୩ ଦୁଷ୍କର୍ମୀ ଦଣ୍ଡାଦେଶ ଶୁଣାଇଲେ...

ADVERTISEMENT

Login