କାଲି ବିଶ୍ୱ ରେକର୍ଡ କରିବ ‘ମନ୍ କି ବାତ’

ଭୁବନେଶ୍ୱର : ଆସନ୍ତାକାଲି ମନ୍ କି ବାତ୍ କାର୍ଯ୍ୟକ୍ରମର ୧୦୦ ତମ ସଂସ୍କରଣ । ୧୦୦ ତମ ସଂସ୍କରଣ ନେଇ ବିଜେପି ସଭାପତି ମନମୋହନଙ୍କ ପ୍ରେସମିଟ୍ । କାଲି ମନ୍ କି ବାତ୍ କାର୍ଯ୍ୟକ୍ରମ ବିଶ୍ୱ ରେକର୍ଡ ସୃଷ୍ଟି କରିବ । ବିଭିନ୍ନ ସମୟରେ ୧୦୦ କୋଟି ଲୋକ ଏହି କାର୍ଯ୍ୟକ୍ରମ ଦେଖିଛନ୍ତି । ୫୬ପ୍ରତିଶତ ଲୋକ ଏଥିରେ ପ୍ରଭାବିତ ହୋଇଥିବା ସର୍ଭେରୁ ଜଣାପଡିଛି । କାର୍ଯ୍ୟକ୍ରମରେ ସାଧାରଣ ଲୋକଙ୍କ କଥାକୁ ଉପସ୍ଥାପନ କରିଛନ୍ତି ମୋଦି । … Continue reading କାଲି ବିଶ୍ୱ ରେକର୍ଡ କରିବ ‘ମନ୍ କି ବାତ’