The Ultimate Managed Hosting Platform
ADVERTISEMENT

କାଲି ପେଟ୍ରୋଲ ପମ୍ପ ବନ୍ଦ

Facebook
Twitter
LinkedIn

ଭୁବନେଶ୍ୱର : କାଲି ସାଧାରଣତନ୍ତ୍ର ଦିବସ ପାଇଁ ରାଜ୍ୟର ସବୁ ପେଟ୍ରୋଲ ପମ୍ପ ବନ୍ଦ ରହିବ । ଜରୁରୀ ସେବା ପାଇଁ ପ୍ରତି ଜିଲ୍ଲାରେ କିଛି ପେଟ୍ରୋଲ ପମ୍ପ ଖୋଲିବ । ମୁଖ୍ୟ ଶାସନ ସଚିବଙ୍କ ସହ ଆଲୋଚନା ପରେ ବନ୍ଦ ନିଷ୍ପତ୍ତି । ପେଟ୍ରୋଲିୟମ ଡିଲସ ଆସୋସିଏସନ ସଭାପତ୍ ଶଶାଙ୍କ ସାହୁଙ୍କ ସୂଚନା ।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ADVERTISEMENT

Login