The Ultimate Managed Hosting Platform
ADVERTISEMENT

କାଲି ଅପରାହ୍ନ ୪ଟା ୧୫ରେ ଆସିବେ ମୋଦୀ

Facebook
Twitter
LinkedIn

ଭୁବନେଶ୍ୱର : ଆସନ୍ତାକାଲି ଅପରାହ୍ନ ୪ଟା୧୫ରେ ପ୍ରଧାନମନ୍ତ୍ରୀ ଭୁବନେଶ୍ୱରରେ ପହଞ୍ଚିବେ । ଏୟାରପୋର୍ଟରେ ଭବ୍ୟ ସ୍ୱାଗତ ସମ୍ବର୍ଦ୍ଧନା ଦିଆଯିବ । ଏୟାରପୋର୍ଟରୁ ରାଜଭବନ ଯିବା ପରେ ରାଜ୍ୟ ବିଜେପି କାର୍ୟ୍ୟାଳୟକୁ ଆସିବେ ମୋଦୀ । ମନ୍ତ୍ରୀ, ବିଧାୟକ, ସାଂସଦ ଏବଂ ଦଳୀୟ ପଦାଧିକାରୀଙ୍କ ସହ ବୈଠକ ରହିଛି ।
୨ ଘଣ୍ଟା ଦଳୀୟ କାର୍ୟ୍ୟାଳୟରେ ରହିବା ସହିତ ସମସ୍ତଙ୍କ ସହ ଆଲୋଚନା କରିବେ। ୩୦ରେ ଡିଜି ସମ୍ମିଳନୀରେ ଯୋଗ ଦେବେ। ତେବେ ଏହି ସମୟରେ ମୋଦୀ, ନେତା ଓ ମନ୍ତ୍ରୀ ମାନଙ୍କ ନିକଟରୁ ରିପୋର୍ଟ ନେବେ। ସରକାର ଓ ସଂଗଠନ ଉଭୟର ରିପୋର୍ଟ କଲେକ୍ସନ କରିବେ ପ୍ରଧାନମନ୍ତ୍ରୀ। ମୋଦୀ ରାଜ୍ୟ କାର୍ୟ୍ୟାଳୟରେ ପ୍ରଧାନମନ୍ତ୍ରୀ ରାତ୍ର ଭୋଜନ କରିବାର କାର୍ୟ୍ୟକ୍ରମ ରହିଛି। ପ୍ରଧାନମନ୍ତ୍ରୀଙ୍କ ପସନ୍ଦ ଅନୁସାରେ, ଖାଦ୍ୟ ପରସାଯିବ। ପ୍ରଧାନମନ୍ତ୍ରୀ ଚାହିଁଲେ, ଓଡ଼ିଆ ଖାଦ୍ୟ ପ୍ରସ୍ତୁତ କରାଯିବ ବୋଲି ସୂଚନା ଦେଇଛନ୍ତି ରାଜ୍ୟ ବିଜେପି ସଭାପତି।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ADVERTISEMENT
ନ୍ୟୁଜିଲ୍ୟାଣ୍ଡରେ ଭୂକମ୍ପ ଝଟକା

ଆସାମରେ ଭୂକମ୍ପର ଝଟକା

ନୂଆଦିଲ୍ଲୀ : ଭାରତର ଆସାମରେ ଭୂକମ୍ପର ଝଟକା ଅନୁଭୂତ । ତୀବ୍ରତା ୪.୧ ରହିଥିବା ସୂଚନା ମିଳୁଛି । ଯାହାର ସୂଚନା ଏନସିଏସପକ୍ଷରୁ ମିଳିଛି । ଏଥିରେ...

Login