The Ultimate Managed Hosting Platform
ADVERTISEMENT

କାଲିଠୁ ନାଟ ମଣ୍ଡପ ମରାମତି ନିଦେ୍ର୍ଦଶ

Facebook
Twitter
LinkedIn

ପୁରୀ : ଶ୍ରୀମନ୍ଦିର ନାଟମଣ୍ଡପ ପ୍ରସଙ୍ଗରେ ହାଇକୋର୍ଟଙ୍କ ବଡ ନିଦେ୍ର୍ଦଶ । ଆସନ୍ତାକାଲିଠୁ ନାଟ ମଣ୍ଡପ ମରାମତି ଲାଗି ନିଦେ୍ର୍ଦଶ । ନାଟମଣ୍ଡପ ମରାମତି ଲାଗି ଏଏସଆଇକୁ ନିଦେ୍ର୍ଦଶ ଦେଲେ କୋର୍ଟ । ମରାମତି ଲାଗି ସମସ୍ତ ସହଯୋଗ ଯୋଗାଇବ ମନ୍ଦିର ପ୍ରଶାସନ । ମରାମତି କାମର ଅନୁଧ୍ୟାନ କରିବେ ଆମିକସ କ୍ୟୁରି । ମରାମତି ଅଗ୍ରଗତି ନେଇ ପ୍ରତି ୧୫ ଦିନରେ ହାଇକୋର୍ଟଙ୍କୁ ରିପୋର୍ଟ ଦେବେ ଆମିକସ କ୍ୟୁରୀ। ପ୍ରତିଦିନ ୬ ଘଣ୍ଟା କାମ ହେଲେ ୧୨୦ ଦିନରେ କାମ ଶେଷ ହେବ। ସତ୍ୟପାଠରେ ଏହା ଜଣାଇଛି ଏଏସଆଇ। ମରାମତି କାମ ପାଇଁ ଏଏସଆଇକୁ ସମସ୍ତ ସହାୟତା ଯୋଗାଇ ଦେବ ଶ୍ରୀମନ୍ଦିର ପ୍ରଶାସନ। ଡିସେମ୍ବର ୪ ତାରିଖରେ ମାମଲାର ପରବର୍ତ୍ତୀ ଶୁଣାଣି ହେବ ।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ADVERTISEMENT

Login