The Ultimate Managed Hosting Platform
ADVERTISEMENT

କାଲିଠାରୁ ଭୁବନେଶ୍ୱରରେ ଆରମ୍ଭ ହେବ G20 ସମ୍ମିଳନୀ

Facebook
Twitter
LinkedIn

ଭୁବନେଶ୍ବର: ଆସନ୍ତା କାଲିଠାରୁ ଭୁବନେଶ୍ୱରରେ ଆରମ୍ଭ ହେବ G20 ସମ୍ମିଳନୀ । ରାଜଧାନୀର ବିଭିନ୍ନ ସ୍ଥାନରେ ସେମିନାର ଓ ବୈଠକ କରାଯିବ । ବୈଠକକୁ ଦୃଷ୍ଟିରେ ରଖି କେନ୍ଦୀୟ ସୁରକ୍ଷା ସଂସ୍ଥା ସହ କମିଶନରେଟ ପୋଲିସ ଯୋଗାଯୋଗରେ ରହିଥିବା କହିଛନ୍ତି ଭୁବନେଶ୍ବର ଡିସିପି ପ୍ରତୀକ ସିଂ । ସେ କହିଛନ୍ତି, ‘ବିଭିନ୍ନ ଦେଶର ପ୍ରତିନିଧିଙ୍କ ପାହ୍ୟା ଅନୁସାରେ ସୁରକ୍ଷା ବ୍ୟବସ୍ଥା କରାଯାଇଛି । ଏୟାରପୋର୍ଟ, ହୋଟେଲ, ମିଟିଂ ସ୍ଥାନ ଓ ଗମନାଗମନ ଭଳି ୪ଟି ସ୍ଥାନରେ ସୁରକ୍ଷା ବ୍ୟବସ୍ଥା କଡାକଡି କରାଯାଇଛି । ଟେମ୍ପରାରି କଣ୍ଟ୍ରୋଲ ରୁମରୁ ସୁରକ୍ଷାକୁ ନେଇ ମନିଟରିଙ୍ଗ କରାଯିବ । ସିସିଟିଭିଗୁଡିକ ଉପରେ କଡା ନଜର ରଖାଯାଇଛି । ସମସ୍ତ ଦେଶ ଡେଲିଗେଟଙ୍କୁ ପାଇଲଟ ପ୍ରୋଟେକ୍ସନ ଗାଡିରେ ନିଆଯିବ ।’

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ADVERTISEMENT
ନ୍ୟୁଜିଲ୍ୟାଣ୍ଡରେ ଭୂକମ୍ପ ଝଟକା

ଆସାମରେ ଭୂକମ୍ପର ଝଟକା

ନୂଆଦିଲ୍ଲୀ : ଭାରତର ଆସାମରେ ଭୂକମ୍ପର ଝଟକା ଅନୁଭୂତ । ତୀବ୍ରତା ୪.୧ ରହିଥିବା ସୂଚନା ମିଳୁଛି । ଯାହାର ସୂଚନା ଏନସିଏସପକ୍ଷରୁ ମିଳିଛି । ଏଥିରେ...

Login