The Ultimate Managed Hosting Platform
ADVERTISEMENT

କାର ଟ୍ରକ ମୁହାଁ ମୁହିଁ ଧକ୍କା, ୪ ମୃତ

Facebook
Twitter
LinkedIn

ଆଠଗଡ : ମୁହାଁମୁହିଁ ପିଟି ହେଲା ଦୁଇଟି ଗାଡ଼ି ।କାର-ଟ୍ରକ ମୁହାଁମୁହିଁ ଧକ୍କାରେ ୪ ମୃତ ହୋଇଥିବା ବେଳେ ଜଣେ ଗୁରୁତର । ତିଗିରିଆ ଥାନା ନୂଆସଡକ ଛକରେ ମର୍ମନ୍ତୁଦ ଦୁର୍ଘଟଣା । ଦୁର୍ଘଟଣାରେ ଗୁରୁତର ଜଣେ ଯୁବକଙ୍କୁ କଟକ ସ୍ଥାନାନ୍ତର ।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ADVERTISEMENT

Login