The Ultimate Managed Hosting Platform
ADVERTISEMENT

କାରଖାନା ପ୍ଲାଣ୍ଟରେ ଭୟାବହ ଅଗ୍ନିକାଣ୍ଡ

Facebook
Twitter
LinkedIn

ଝାରସୁଗୁଡ଼ା : କାରଖାନାରେ ଭୟାବହ ଅଗ୍ନିକାଣ୍ଡ । ଝାରସୁଗୁଡା ଜିଲ୍ଲା ବେଲପାହାଡ ସ୍ଥିତ ଟିଆରଏଲ କ୍ରୋସାକି କାରଖାନାର ଡୋଲୋମାଇଣ୍ଟ ପ୍ଲାଣ୍ଟରେ ଅଗ୍ନିକାଣ୍ଡ ଘଟିଛି l ସୂଚନା ଅନୁଯାୟୀ, ଗୁରୁବାର ସକାଳ ସମୟରେ କମ୍ପାନୀ କାରଖାନା ପ୍ଲାଣ୍ଟରେ ହଠାତ୍ ନିଆଁ ଲାଗିଯାଇଥିଲା । ଦେଖୁ ଦେଖୁ ନିଆଁ ବହୁତ ଜୋରରେ ବ୍ୟାପିବାରେ ଲାଗିଥିଲା । ତେବେ କିଛି ସମୟରେ କାରଖାନାରେ ଲାଗିଥିବା ନିଆଁକୁ ଆୟତ୍ତ କରାଯାଇଥିବା କମ୍ପାନୀ କର୍ତ୍ତୃପକ୍ଷ ସୂଚନା ଦେଇଛନ୍ତି । ଏହି ଅଗ୍ନିକାଣ୍ଡ ଯୋଗୁଁ କେତେ ପରିମାଣର କ୍ଷୟକ୍ଷତି ହୋଇଛି । ସେନେଇ କିଛି ସ୍ପଷ୍ଟ ସୂଚନା ମିଳିନାହିଁ । ସେହିପରି କାରଖାନାରେ ନିଆଁ କିପରି ଲାଗିଲା । ସେନେଇ ମଧ୍ୟ କିଛି ସ୍ପଷ୍ଟ ସୂଚନା ହସ୍ତଗତ ହୋଇପାରିନାହିଁ ।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ADVERTISEMENT

Login