The Ultimate Managed Hosting Platform
ADVERTISEMENT

କାରଖାନାରେ ବିସ୍ଫୋରଣ ; ଜଣେ ମୃତ

Facebook
Twitter
LinkedIn

ରାଉରକେଲା : ରାଉରକେଲା କୁଲାଙ୍ଗ ଶୁଭମ ଇସ୍ପାତ କାରଖାନାରେ ବିସ୍ଫୋରଣ । ବିସ୍ଫୋରଣରେ ଜଣେ ଶ୍ରମିକ ମୃତ ୨ ଗୁରୁତର ହୋଇଥିବା ସୂଚନା । ଗ୍ୟାସ ପାଇପ ଲିକରୁ ବିସ୍ଫୋରଣ ହୋଇଥିଲା । ମୃତ ଶ୍ରମିକ ଚିନ୍ମୟ ବେହେରା ଯାଜପୁରର ବୋଲି ଜଣାପଡିଛି , ୨ ଗୁରୁତରଙ୍କୁ ଘରୋଇ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ବିଳମ୍ବିତ ରାତିରେ ଦୁର୍ଘଟଣା ହୋଇଥିବା ସୂଚନା ମିଳିଛି । ଆଗକୁ ମୃତ୍ୟୁ ସଂଖ୍ୟା ବଢିପାରେ ବୋଲି ଅନୁମାନ କରାଯାଉଛି ।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ADVERTISEMENT

Login