The Ultimate Managed Hosting Platform
ADVERTISEMENT

କାରଖାନାରେ କୋଇଲା ତଳେ ଚାପି ହୋଇ ଡ୍ରାଇଭରଙ୍କ ଚାଲିଗଲା ଜୀବନ

Facebook
Twitter
LinkedIn

ଯାଜପୁର ; କଳିଙ୍ଗନଗର ଶିଳ୍ପାଞ୍ଚଳର ମଇଥାନ ଇସ୍ପାତ କାରଖାନାରେ କୋଇଲା ତଳେ ଚାପିହୋଇ ଡ୍ରାଇଭରଙ୍କ ଚାଲିଗଲା ଜୀବନ । କୋଇଲା ଅନଲୋଡିଂ ସମୟରେ ଏଭଳି ଅଘଟଣ ଘଟିଛି । ଡ୍ରାଇଭର୍ ଜଣଙ୍କୁ ସଙ୍କଟାପନ୍ନ ଅବସ୍ଥାରେ ଦାନଗଦି ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତି କରାଯାଇଥିଲା । ମେଡିକାଲରେ ଡ଼ାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ମୃତ ଡ୍ରାଇଭରଙ୍କ ଘର କାମାକ୍ଷା ଥାନ ଅନ୍ତର୍ଗତ ସାରବେଣିର ଗ୍ରାମର ସୋରେନ ମହାନ୍ତ ହୋଇଥିବା ସୂଚନା ରହିଛି । ଘଟଣା ସ୍ଥଳରେ ଜଖପୁରା ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି। ମୃତକଙ୍କ ଶବକୁ ବ୍ୟବଚ୍ଛେଦ ନିମନ୍ତେ ଦାନଗଦି ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇଛି ।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ସୃଷ୍ଟି ହେଲା ଲଘୁଚାପ

ଆସନ୍ତାକାଲିଠୁ ବଢିବ ବର୍ଷାର ପରିମାଣ, ୨୭ ତାରିଖ ଯାଏଁ ବର୍ଷା

ଭୁବନେଶ୍ୱର : ଆସନ୍ତାକାଲିଠୁ ରାଜ୍ୟରେ ବଢ଼ିବ ବର୍ଷା ପରିମାଣ । ୨୭ ତାରିଖ ପର୍ୟ୍ୟନ୍ତ ରାଜ୍ୟରେ ଲାଗି ରହିବ ପ୍ରବଳରୁ ଅତିପ୍ରବଳ ବର୍ଷା । ଆଜି ସାରା...

ADVERTISEMENT
ନାଁ ନ ନେଇ ମମତାଙ୍କୁ ଟାର୍ଗେଟ, ଯିଏ କରିବ ସେ ଫଳ ଭୋଗିବ : ପ୍ରଭାତୀ

କର୍ମକ୍ଷେତ୍ରରେ ଯୌନ ଶୋଷଣକାରୀଙ୍କୁ ସାବଧାନ ରୁହନ୍ତୁ , ଶୋଷଣକାରୀଙ୍କ ବିରୋଧରେ ସ୍ୱର ଉଠାଇଲା ମାତ୍ରେ ଆକ୍ସନ : ପ୍ରଭାତୀ ପରିଡା

ଭୁବନେଶ୍ୱର : କର୍ମକ୍ଷେତ୍ରରେ ଯୌନ ଶୋଷଣକାରୀଙ୍କୁ ସାବଧାନ ରୁହନ୍ତୁ । ସେମାନଙ୍କର କୈାଣସି ପ୍ରସ୍ତାବକୁ ଅଗ୍ରାହ୍ୟ କରନ୍ତୁ । ଶୋଷଣକାରୀଙ୍କ ବିରୋଧରେ ସ୍ୱର ଉଠାଇଲା ମାତ୍ରେ ଆକ୍ସନ...

Login