The Ultimate Managed Hosting Platform
ADVERTISEMENT

କାନ୍ଥ ପଡି ଶିଶୁ କନ୍ୟା ମୃତ

Facebook
Twitter
LinkedIn

ମାଲକାନଗିରି : ଲଗାଣ ବର୍ଷାରେ କାନ୍ଥ ପଡି ଶିଶୁ କନ୍ୟା ମୃତ । ୪ ମାସର ଶିଶୁ କନ୍ୟାର ମୃତ୍ୟୁ ହୋଇଥିବା ବେଳେ ମାଆ, ବାପା ଗୁରୁତର ହୋଇଛନ୍ତି । ପଡିଆ ବ୍ଲକ ମେଡା ଗୁଡା ଗାଁରେ ଶୋଇଥିବା ବେଳେ ଅଘଟଣ ଘଟିଛି ।
ତେବେ ପଶ୍ଚିମା ଝଡର ପ୍ରଭାବରେ ଗତକାଲି ରାଜ୍ୟରେ ପ୍ରବଳ ବର୍ଷା ହୋଇଥିଲା । ବିଜୁଳି ଘଡ ଘଡି ସବ ଘଣ୍ଟା ପ୍ରତି ୭୦-୮୦ କିମି ବେଗରେ ପବନ ପ୍ରବାହିତ ହୋଇଥିଲା । ବିଗତ ତିନି ର୍ନ ଧରି ରାଜ୍ୟରେ ତାପମାତ୍ରା ହ୍ରାସ ପାଇଛି । ଆକାସ ମେଘୁଆ ଦେଖାଯିବା ସହ ଗ୍ରୀଷ୍ମର ପ୍ରଭାବ ଦେଖିବାକୁ ମିଳିନାହିଁ ।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ADVERTISEMENT

Login