The Ultimate Managed Hosting Platform
ADVERTISEMENT

କାନାଡାରେ ବିମାନ ଦୁର୍ଘଟଣା ; ୬ ମୃତ

Facebook
Twitter
LinkedIn

ନୂଆଦିଲ୍ଲୀ : କାନାଡାରେ ଏକ ଛୋଟ ବିମାନ ଦୁର୍ଘଟଣାଗ୍ରସ୍ତ। ଦୁର୍ଘଟଣାରେ ୬ ଜଣଙ୍କ ମୃତ୍ୟୁ। ଉତ୍ତର ପଶ୍ଚିମାଞ୍ଚଳ ଫୋର୍ଟସ୍ମିଥ ନିକଟରେ ଦୁର୍ଘଟଣା। ଉତ୍ତର କାନାଡାରେ ଥିବା ଖଚ୍ଚିକୁନେଇ ଯାଉଥିବା ବେଳେ ଏକ ଛୋଟ ଯାତ୍ରୀ ବିମାନ ଦୁର୍ଘଟଣାଗ୍ରସ୍ତ ହୋଇଛି। ୬ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ଜଣେ ଗୁରୁତର ଥିବା ସୂଚନା। ଏହି ଘଟଣାର ଯାଞ୍ଚ ପାଇଁ କାନାଡା ପରିବହନ ସୁରକ୍ଷା ବୋର୍ଡ ଏକ ଟିମ୍ ନିୟୋଜିତ କରିଛି।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ADVERTISEMENT

Login