The Ultimate Managed Hosting Platform
ADVERTISEMENT

କାଠ ଯୋଡି ପଠାରେ ଫସିଛନ୍ତି ଗୋରୁପଲ

Facebook
Twitter
LinkedIn

କଟକ : ହଠାତ ଜଳସ୍ତର ବଢିବାରୁ କାଠଯୋଡି ପଠାରେ ଫସିଲେ ଗୋରୁପଲ । ତ୍ରିଶୁଳିଆ ବ୍ରିଜ ନିକଟ କାଜିପାଟଣା କାଠଯୋଡି ପଠାରେ ଫସିଲେ ଗୋରୁପଲ । ଚରିବାକୁ ଯାଇଥିବା ବେଳେ କାଲିଠୁ ଫସି ରହିଛନ୍ତି ୨୦ରୁ ଅଧିକ ଗୋରୁ । ହୀରାକୁଦର ୨୪ ଗେଟ ଖୋଲା ଥିବାରୁ ହଠାତ ବଢିଛି ଜଳସ୍ତର ।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ADVERTISEMENT

Login