The Ultimate Managed Hosting Platform
ADVERTISEMENT

କାଠ ଯୋଡି ପଠାରେ ଫସିଛନ୍ତି ଗୋରୁପଲ

Facebook
Twitter
LinkedIn

କଟକ : ହଠାତ ଜଳସ୍ତର ବଢିବାରୁ କାଠଯୋଡି ପଠାରେ ଫସିଲେ ଗୋରୁପଲ । ତ୍ରିଶୁଳିଆ ବ୍ରିଜ ନିକଟ କାଜିପାଟଣା କାଠଯୋଡି ପଠାରେ ଫସିଲେ ଗୋରୁପଲ । ଚରିବାକୁ ଯାଇଥିବା ବେଳେ କାଲିଠୁ ଫସି ରହିଛନ୍ତି ୨୦ରୁ ଅଧିକ ଗୋରୁ । ହୀରାକୁଦର ୨୪ ଗେଟ ଖୋଲା ଥିବାରୁ ହଠାତ ବଢିଛି ଜଳସ୍ତର ।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ଜଙ୍ଗଲରେ ଯୁବକ ଯୁବତୀଙ୍କ ମୃତଦେହ

ପତ୍ନୀଙ୍କ ସନେ୍ଦହଜନକ ମୃତ୍ୟୁ ; ଯବାନ ସ୍ୱାମୀ ଅଟକ

କୋରାପୁଟ : ପତ୍ନୀଙ୍କ ସନେ୍ଦହଜନକ ମୃତ୍ୟୁକୁ ନେଇ ଯବାନ ସ୍ୱାମୀଙ୍କୁ ଅଟକ ରଖିଲା ପୋଲିସ । ଘର ଭିତରେ ପୋଡିଯାଇ ଆଇଆରବି ଯବାନଙ୍କ ପତ୍ନୀଙ୍କ ମୃତ୍ୟୁ ମାମଲା...

ADVERTISEMENT
ଓଏସଏସସି ସ୍କାମ ; ସିବିଆଇ ତଦନ୍ତ ଦାବି

CBI ଜାଲରେ RPF ହାବିଲଦାର

ରାଉରକେଲା : ସିବିଆଇ ଜାଲରେ ବନ୍ଧମୁଣ୍ଡା ଅଞ୍ଚଳର ଆରପିଏଫ ହାବିଲଦାର । ୧୫ ହଜାର ଟଙ୍କା ଲାଞ୍ଚ ନେଇ ଆରପିଏଫ ହାବିଲହାର ମହମ୍ମଦ ଇଜହାର କାବୁ ।...

Login