The Ultimate Managed Hosting Platform
ADVERTISEMENT

କଳିଙ୍ଗା ଘାଟିରେ ଭୂସ୍ଖଳନ ; ଧସିଲା ପଥର ଓ ମାଟି

Facebook
Twitter
LinkedIn

କଳିଙ୍ଗା ଘାଟିରେ ଭୂସ୍ଖଳନ । ଧସିଲା ପଥର ଓ ମାଟି । ବର୍ଷାରେ ପାହାଡ ଉପରୁ ଧସିଲା ବଡ ବଡ ପଥର ଓ ମାଟି ଅତଡା । ପଥର ଓ ମାଟି ଅତଡା ପଡିବାରୁ କଳିଙ୍ଗା ଘାଟି ସଂପୂର୍ଣ୍ଣ ବନ୍ଦ । କନ୍ଧମାଳରୁ ଗଞ୍ଜାମକୁ ଯୋଗାଯୋଗ ସଂପୂର୍ଣ୍ଣ ଠପ । ଫୁଲବାଣୀ, ବାଲିଗୁଡ଼ାକୁ ଯାତାୟାତ ଠପ୍ । ରାସ୍ତାର ଉଭୟପାର୍ଶ୍ବରେ ଅଟକି ରହିଛି ଶହଶହ ଗାଡ଼ିମୋଟର । ଘଟଣାସ୍ଥଳରେ ପହଞ୍ଚିଲା ଅଗ୍ନିଶମ ବାହିନୀ ।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ADVERTISEMENT

Login