ଅଯୋଧ୍ୟା :ଅଯୋଧ୍ୟା ରାମ ମନ୍ଦିର ସଂପର୍କରେ ଆସିଲା ବଡ ସୂଚନା । ରାମ ଲାଲାଙ୍କ ପ୍ରତିମୂର୍ତ୍ତି ସଂପର୍କରେ ଆସିଲା ବଡ ସୂଚନା । ପ୍ରତିଷ୍ଠା ପାଇବାକୁ ଯାଉଥିବା ପ୍ରତିମା ରଙ୍ଗ ହେବ କଳା । କଳା ରଙ୍ଗର ରାମ ଲାଲା ପ୍ରତିମୂର୍ତ୍ତି ମନ୍ଦିରରେ ପୂଜା ପାଇବେ । ରାମ ଜନ୍ମଭୂମି ତୀର୍ଥ କ୍ଷେତ୍ର ଟ୍ରଷ୍ଟ ମୁଖ୍ୟ ଚମ୍ପତ ରାୟଙ୍କ ସୂଚନା ।
Views: 72