କେନ୍ଦ୍ରାପଡା : ମର୍ମନ୍ତୁଦ ସଡକ ଦୁର୍ଘଟଣାରେ ୩ ମୃତ, ୪ ଗୁରୁତର । ସଦର ଥାନା ଓସ୍ତପୁର ନିକଟରେ ଗଛରେ ପିଟି ହେଲା ବୋଲେରୋ । ମୃତକଙ୍କ ମଧ୍ୟରେ ୩ ଜଣ ମହିଳା ରହିଛନ୍ତି । ୪ ଜଣ ଗୁରୁତରଙ୍କୁ କଟକ ସ୍ଥାନାନ୍ତର କରାଯାଇଛି । ସମସ୍ତ ମୃତାହତ ମଞ୍ଚ କଳାକାର ହୋଇଥିବା ସୂଚନା । ଡ୍ରାମା ରିହରସାଲ କରି ଘରକୁ ଫେରୁଥିଲେ ।
Views: 98











