The Ultimate Managed Hosting Platform
ADVERTISEMENT

କଲେକ୍ଟର ହେଲେ ଛାତ୍ରୀ କେବଳ ଦୁଇଦିନ ପାଇଁ, ଛାତ୍ରୀଙ୍କର ଭିଡିଓ ଦେଖିଲେ ଆପଣ ଆଶ୍ଚର୍ଯ୍ୟରେ ଚକିତ ହୋଇଯିବେ, ସାବାସ୍ ନିର୍ମଳା

Facebook
Twitter
LinkedIn

ଛାତ୍ରୀଙ୍କର ଅଭିଯୋଗ ଯଦି ଶାସନରେ ରହି ଗରିବ ଛାତ୍ରଛାତ୍ରୀଙ୍କ ପାଇଁ କିଛି କରିପାରିବେ ନାହିଁ ତେବେ ସରକାର କଣ ପାଇଁ ଅଛନ୍ତି । ଆମକୁ କଲେକ୍ଟର କରିଦିଅନ୍ତୁ ଆମେ ସବୁ ଗରିବ ପିଲାଙ୍କର ପାଠ ପଢାରେ ଥିବା ସମସ୍ୟା ଦୂର କରିଦେବୁ। ସେ କହିଛନ୍ତି କି ଯଦି ମୁଁ କଲେକ୍ଟର ହୋଇଥାନ୍ତି ତେବେ ଏହି ଗରିବ ପିଲାଙ୍କୁ ୨ ମିନିଟ ବି ଖରାରେ ଛିଡା ହେବାକୁ ପଡ଼ିବାକୁ ଦେଇନଥାନ୍ତି।

ବର୍ତ୍ତମାନର ଶାସନ ଗାଦିରେ ଥିବା ଶାସକମାନେ ଆମ ସମାଜ କିମ୍ବା ଆମର ଦେଶର ଭବିଷ୍ୟତ ତଥା ଛାତ୍ର ସମାଜ ପାଇଁ କୌଣସି ପଦକ୍ଷେପ ନେଇ ନାହାନ୍ତି। ବରଂ ଆଜି ବି ଗରିବ ଶ୍ରେଣୀର ଛାତ୍ରଛାତ୍ରୀ ମାନେ ନାହିଁ ନଥିବା ସମସ୍ୟାରେ ସମ୍ମୁଖୁନ ହେଉଛନ୍ତି | ଆଉ ପ୍ରଶାସନ ଚୁପ ହୋଇ ରହିଛି। ତେବେ ଏହି ସବୁ ଛାତ୍ରଛାତ୍ରୀଙ୍କର ସମସ୍ୟାକୁ ନେଇ NSUI ଛାତ୍ର ଦଳ ତରଫରୁ ଏକ ଦାବି ପତ୍ର ନେଇ କଲେକ୍ଟର ଅଫିସ ଆଗରେ ଷ୍ଟ୍ରାଇକ ହୋଇଥିଲା।

ସେ କହିଥିଲେ କି, ଯଦି ଶାସନରେ ରହି ଗରିବ ଛାତ୍ର ଛାତ୍ରୀଙ୍କ ପାଇଁ କିଛି କରିପାରିବେ ନାହିଁ ତେବେ ସରକାର କଣ ପାଇଁ ଅଛନ୍ତି । ଆମକୁ କଲେକ୍ଟର କରିଦିଅନ୍ତୁ ଆମେ ସବୁ ଗରିବ ପିଲାଙ୍କର ପାଠ ପଢାରେ ଥିବା ସମସ୍ୟା ଦୂର କରିଦେବୁ। ସେ କହିଛନ୍ତି କି ଯଦି ମୁଁ କଲେକ୍ଟର ହୋଇଥାନ୍ତି ତେବେ ଏହି ଗରିବ ପିଲାଙ୍କୁ ୨ ମିନିଟ ବି ଖରାରେ ଛିଡା ହେବାକୁ ପଡ଼ିବାକୁ ଦେଇନଥାନ୍ତି। ସରକାର ଯେଉଁ ଉନ୍ନତି କଥା କହୁଛନ୍ତି ବଡ଼ ବଡ଼ ଭାଷଣ ମାରୁଛନ୍ତି ଥରେ ସମାଜକୁ ଆସି ଦେଖନ୍ତୁ ତାହା କେବଳ ଆଉ କେବଳ କଥାରେ ରହିଛି କୌଣସି କାମ ହୋଇନାହିଁ ।

ତେବେ ନିର୍ମଳାଙ୍କର ଏହି କଥାଟି ବର୍ତ୍ତମାନ ସୋସିଆଲ ମିଡ଼ିଆରେ ନିଆଁ ପରି ଭାଇରଲ ହେବାରେ ଲାଗିଛି ଆଉ ଲୋକମାନେ ଏହାକୁ ବହୁତ ସପର୍ଟ ମଧ୍ୟ କରିଛନ୍ତି। ଖାଲି ସାଧାରଣ ଲୋକେ ନୁହଁନ୍ତି ବରଂ ଅନେକ ରାଜନୈତିକ ଦଳର ମଧ୍ୟ ନିର୍ମଳାଙ୍କ ସହ ସରକାରଙ୍କୁ ପ୍ରଶ୍ନ କରିଛନ୍ତି। ତେବେ ଆପଣ ଏହି ଝିଅଟିର ଭାଇରଲ ଭିଡ଼ିଓଟି ଦେଖିଲେ ହୃଦୟଙ୍ଗମ କରିବେ କି ସେ ଠିକ କହୁଛନ୍ତି ବୋଲି। ତେବେ ଭିଡିଓଟିକୁ ଥରେ ଦେଖନ୍ତୁ ତାଙ୍କର ସାହସ ଦେଖି ଆଶ୍ଚର୍ଯ୍ୟ ଚକିତ ରହିଯିବେ ।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ଘର ଭିତରେ ରକ୍ତାକ୍ତ ମୃତଦେହ

ପରକୀୟା ପ୍ରୀତି ସନେ୍ଦହରେ ସ୍ତ୍ରୀକୁ ପିଟି ପିଟି ଜୀବନ ନେଲା ସ୍ୱାମୀ

ପାଲଲହଡା : ପରକୀୟା ପ୍ରୀତି ହେଲା କାଳ । ପରକୀୟା ପ୍ରୀତି ସନେ୍ଦହରେ ସ୍ତ୍ରୀକୁ ପିଟି ପିଟି ଜୀବନ ନେଲା ସ୍ୱାମୀ । ଖମାର ଥାନା ସିଆରିମାଳିଆ...

ADVERTISEMENT
ଦୁର୍ଘଟଣାରେ ୩ ବାଇକ ଆରୋହୀ ମୃତ

ଦୁର୍ଘଟଣା ; ଚାଲିଗଲା ଗୋଟିଏ ପରିବାରର ୬ ଜଣଙ୍କ ଜୀବନ

ଉତ୍ତରପ୍ରଦେଶ ; ଉତ୍ତରପ୍ରଦେଶର ମୋରାଦାବାଦରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି । ଯେଉଁଥିରେ ଗୋଟିଏ ପରିବାରର ୬ ସଦସ୍ୟଙ୍କର ମୃତ୍ୟୁ ଘଟିଛି । ଏକ ଦ୍ରୁତଗାମୀ...

ଯୁବପିଢୀଙ୍କ କ୍ଷେତ୍ରରେ କାହିଁକି ବଢୁଛି ଆତ୍ମହତ୍ୟା ?

କନଷ୍ଟେବଳଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ରାଉରକେଲା : ଝୁଲନ୍ତା ଅବସ୍ଥାରେ କନଷ୍ଟେବଳଙ୍କ ମୃତଦେହ ଉଦ୍ଧାର । ଉଦିତନଗର ଥାନା ବାସନ୍ତୀ କଲୋନୀ ବାସଭବନରୁ ଉଦ୍ଧାର । କେଉଁ ପରିସ୍ଥିତିରେ ପୋଲିସ କର୍ମଚାରୀ ଏଭଳି...

Login