The Ultimate Managed Hosting Platform
ADVERTISEMENT

କଲରାପତରିଆ ବାଘ ଚମଡା ଜବତ, ୩ ଗିରଫ ଜଣେ ଫେରାର

Facebook
Twitter
LinkedIn

ବାରିପଦା : ବାଙ୍ଗିରିପୋଷି ରେଞ୍ଜ ବାଲିଖୋଣି ଗାଁରେ କଲରାପତରିଆ ବାଘ ଚମଡା ଜବତ କରିଛି ବନ ବିଭାଗ । ଏହି ଘଟଣାରେ ୩ ଜଣଙ୍କୁ ଗିରଫ କରାଯାଇଥିବା ବେଳେ ଘଟଣାସ୍ଥଳରୁ ଜଣେ ଫେରାର ହୋଇଯାଇଛି । ଦୁଇଟି ବାଇକରେ ୪ ଜଣ ବ୍ୟବସାୟୀ ଜଙ୍ଗଲରୁ ବ୍ୟବସାୟ ନିମନ୍ତେ ଯାଉଥିବା ବେଳେ ବିଶେଷ ସୂତ୍ରରୁ ଖବର ପାଇ ଅତର୍କିତ ଭାବେ ଚଢାଉ କରିଥିଲା ବନ ବିଭାଗ । ଏହି ଘଟଣାରେ ବାଙ୍ଗିରିପୋଷି ବନ ବିଭାଗ ଅଧିକାରୀ ପହଁଚି ତଦନ୍ତ ଆରମ୍ଭ କରିଛନ୍ତି ।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ADVERTISEMENT

Login