The Ultimate Managed Hosting Platform
ADVERTISEMENT

କର୍ଣ୍ଣାଟକର ୪୮ ରାଜନେତା ହନିଟ୍ରାପର ଶିକାର

Facebook
Twitter
LinkedIn

ନୂଆଦିଲ୍ଲୀ : କର୍ଣ୍ଣାଟକ ମନ୍ତ୍ରୀଙ୍କ ବିସ୍ଫୋରକ ବୟାନ। ରାଜ୍ୟର ୪୮ ରାଜନେତା ହନିଟ୍ରାପର ଶିକାର। କେବଳ ରାଜ୍ୟର ନୁହେଁ, କେତେକ କେନ୍ଦ୍ରୀୟ ନେତା ବି ହନିଟ୍ରାପରେ ଫସିଥିବା କହିଛନ୍ତି ସମବାୟ ମନ୍ତ୍ରୀ କେ.ଏନ. ରାଜାନ୍ନା। ମନ୍ତ୍ରୀଙ୍କ ଏହି ବୟାନ ପରେ ସାରା ରାଜ୍ୟରେ ଝଡ଼ ସୃଷ୍ଟି ହୋଇଛି। ଗତକାଲି ବିଧାନସଭାରେ ମନ୍ତ୍ରୀ ଏହି ବିବୃତି ଦେବା ପରେ ରାଜନୈତିକ ହଟଚମଟ ସୃଷ୍ଟି ହୋଇଛି। ଏହାର ଏକ ଉଚ୍ଚସ୍ତରୀୟ ତଦନ୍ତ ବି ଦାବି ହୋଇଛି। ସେ ଆହୁରି କହିଛନ୍ତି- ରାଜ୍ୟର ଦୁଇ ଜଣ ପ୍ରତିପତ୍ତିଶାଳୀ ମନ୍ତ୍ରୀ ହନିଟ୍ରାପର ଶିକାର ହୋଇଛନ୍ତି।ଗତ ୬ ମାସ ଧରି ରାଜ୍ୟରେ ହନିଟ୍ରାପ ଲାଗି ଉଦ୍ୟମ ହେଉଛି ବୋଲି ସେ କହିଛନ୍ତି। ସେହିପରି କର୍ଣ୍ଣାଟକ ପୂର୍ତ୍ତ ମନ୍ତ୍ରୀ ସତୀ ଜାରିକହୋଲି ବି ସମାନ ଅଭିଯୋଗ କରିଛନ୍ତି।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

Operation Sindoor : ଭାରତ-ପାକ ଯୁଦ୍ଧ: ପାକିସ୍ତାନକୁ ଆମେରିକା ରାଷ୍ଟ୍ରପତିଙ୍କ କଡା ଚେତାବନୀ

ଭାରତକୁ ଟ୍ରମ୍ପଙ୍କ ଧମକ , ୨୪ ଘଣ୍ଟାରେ ଶୁଳ୍କ ବୃଦ୍ଧି କରିବେ ଟ୍ରମ୍ପ

ନୂଆଦିଲ୍ଲୀ : ଭାରତକୁ ଟ୍ରମ୍ପଙ୍କ ନୂଆ ଧମକ । ୨୪ ଘଣ୍ଟାରେ ଭାରତ ଉପରେ ବଡ଼ ଶୁଳ୍କ ବୃଦ୍ଧି କରିବାକୁ ଧମକ ଦେଇଛନ୍ତି ଆମେରିକା ରାଷ୍ଟ୍ରପତି ।...

ADVERTISEMENT
ମୋହାଲିରେ ଥିବା ଅମ୍ଲଜାନ ପ୍ଲାଣ୍ଟରେ ବିସ୍ଫୋରଣ

ମୋହାଲିରେ ଥିବା ଅମ୍ଲଜାନ ପ୍ଲାଣ୍ଟରେ ବିସ୍ଫୋରଣ

ମୋହାଲି : ମୋହାଲି ଅମ୍ଳଜାନ ପ୍ଲାଣ୍ଟରେ ବିସ୍ଫୋରଣ। ଚାଲିଗଲା ୨ଜଣକ ଜୀବନ। ବୁଧବାର ଦିନ ପଞ୍ଜାବର ମୋହାଲିରେ ଏକ ଅକ୍ସିଜେନ ପ୍ଲାଣ୍ଟରେ ବଡ଼ ବିସ୍ଫୋରଣ ଘଟିବାରୁ ଏପର୍ୟ୍ୟନ୍ତ...

Login