The Ultimate Managed Hosting Platform
ADVERTISEMENT

କରମଣ୍ଡଳ ଏକ୍ସପ୍ରେସ ଦୁର୍ଘଟଣା : ବାହାନଗାରେ ମମତା

Facebook
Twitter
LinkedIn

ବାଲେଶ୍ୱର : ଦୁର୍ଘଟଣାସ୍ଥଳ ବାହାନଗାରେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ । ବାହାନଗାରେ ଟ୍ରେନ ର୍ଦୁଟଣାସ୍ଥଳରେ ମମତା ବାନାର୍ଜୀ । ହେଲିକପ୍ଟର ଯୋଗେ ପହଁଚି ସ୍ଥିତିର ସମୀକ୍ଷା କଲେ ।
ଗୋଟିଏ ଟ୍ରେନ୍ ପଶ୍ଚିମବଙ୍ଗରୁ ଆସୁଥିଲା ଆଉ ଏକ ଟ୍ରେନ୍ ପଶ୍ଚିମବଙ୍ଗ ଅଭିମୁଖେ ଯାତ୍ରା କରୁଥିଲା । ତେଣୁ ଦୁର୍ଘଟଣାଗ୍ରସ୍ତ ଟ୍ରେନରେ ଅଧିକାଂଶ ପଶ୍ଚିମବଙ୍ଗ ଯାତ୍ରୀ ରହିଛନ୍ତି । ଯାହାକୁ ନେଇ ତତ୍ପରତା ଦେଖାଇଛନ୍ତି ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ । ମୃତାହତଙ୍କ ମଧ୍ୟରେ ପଶ୍ଚିମବଙ୍ଗର ଯାତ୍ରୀ ଥାଇପାରନ୍ତି । ତେଣୁ ରେଳ ଦୁର୍ଘଟଣାସ୍ଥଳରେ ପହଞ୍ଚିଛନ୍ତି ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ । ବାହାନଗା ହାଇସ୍କୁଲ ନିକଟରେ ହୋଇଥିବା ହେଲିପ୍ୟାଡରେ ଓହ୍ଲାଇ ସିଧାସଳଖ ଘଟଣାସ୍ଥଳକୁ ଯାଇଛନ୍ତି ମମତା ।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ADVERTISEMENT

Login