The Ultimate Managed Hosting Platform
ADVERTISEMENT

କରମଣ୍ଡଳ ଏକ୍ସପ୍ରେସ ଦୁର୍ଘଟଣା : ଦୋଷୀକୁ ଆଦୈା ଛଡା ଯିବନି କହିଲେ ପ୍ରଧାନମନ୍ତ୍ରୀ

Facebook
Twitter
LinkedIn

ବାଲେଶ୍ୱର : ବାହାନଗା ରେଳ ଦୁର୍ଘଟଣା ନେଇ ପ୍ରଧାନମନ୍ତ୍ରୀଙ୍କ ବଡ ମନ୍ତବ୍ୟ । ଦୋଷୀକୁ ଆଦୈା ଛଡାଯିବନି କହିଲେ ପ୍ରଧାନମନ୍ତ୍ରୀ । ବାହାନଗା ଘଟଣାସ୍ଥଳ ପରିଦର୍ଶନ ପରେ ପ୍ରଧାନମନ୍ତ୍ରୀଙ୍କ ମନ୍ତବ୍ୟ । ଘଟଣାକୁ ନେଇ ସବୁ ପ୍ରକାର ଯାଞ୍ଚ ନିଦେ୍ର୍ଦଶ ଦିଆଯାଇଛି । ଯିଏ ଦୋଷୀ ଥିବ , ତା ପ୍ରତି କଡାରୁ କଡା କାର୍ଯ୍ୟାନୁଷ୍ଠାନ ହେବ । ଦୋଷୀ ଆଦୈା ଛଡା ଯିବନି ବୋଲି କଡା ସ୍ୱରରେ କହିଲେ ମୋଦି । ଏଭଳି ଏକ ଦୁଃଖଦ ଘଟଣାକୁ ପ୍ରକାଶ କରିବାକୁ ମୁଁ ଭାଷା ପାଉନି । ଏଭଳି ଘଟଣା ଆମକୁ ଅନେକ କ୍ିଛି ଶିକ୍ଷା ଦେଇଛି । ବାଲେଶ୍ୱର ମେଡିକାଲରେ ଆହତଙ୍କୁ ଭେଟିବା ପରେ ମୋଦୀ କହିଛନ୍ତି ଏହି ଦୁର୍ଘଟଣା ପାଇଁ ଦାୟୀ ବ୍ୟକ୍ତିଙ୍କ ବିରୋଧରେ କଡା କାର୍ୟ୍ୟାନୁଷ୍ଠାନ ଗ୍ରହଣ କରାଯିବ । ଏହିଭଳି ଦୁର୍ଘଟଣା ବିଚଳିତ କରିବା ଭଳି ତା ସହ ହୃଦୟ ବିଦାରକ ମଧ୍ୟ ।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ଜଙ୍ଗଲରେ ଯୁବକ ଯୁବତୀଙ୍କ ମୃତଦେହ

ପତ୍ନୀଙ୍କ ସନେ୍ଦହଜନକ ମୃତ୍ୟୁ ; ଯବାନ ସ୍ୱାମୀ ଅଟକ

କୋରାପୁଟ : ପତ୍ନୀଙ୍କ ସନେ୍ଦହଜନକ ମୃତ୍ୟୁକୁ ନେଇ ଯବାନ ସ୍ୱାମୀଙ୍କୁ ଅଟକ ରଖିଲା ପୋଲିସ । ଘର ଭିତରେ ପୋଡିଯାଇ ଆଇଆରବି ଯବାନଙ୍କ ପତ୍ନୀଙ୍କ ମୃତ୍ୟୁ ମାମଲା...

ADVERTISEMENT
ଓଏସଏସସି ସ୍କାମ ; ସିବିଆଇ ତଦନ୍ତ ଦାବି

CBI ଜାଲରେ RPF ହାବିଲଦାର

ରାଉରକେଲା : ସିବିଆଇ ଜାଲରେ ବନ୍ଧମୁଣ୍ଡା ଅଞ୍ଚଳର ଆରପିଏଫ ହାବିଲଦାର । ୧୫ ହଜାର ଟଙ୍କା ଲାଞ୍ଚ ନେଇ ଆରପିଏଫ ହାବିଲହାର ମହମ୍ମଦ ଇଜହାର କାବୁ ।...

Login