The Ultimate Managed Hosting Platform
ADVERTISEMENT

କରଞ୍ଜିଆରେ ହାତୀପଲଙ୍କ ଉତ୍ପାତ

Facebook
Twitter
LinkedIn

କରଞ୍ଜିଆ : ବଡ ଦେଉଳି ଗାଁରେ ୨୯ ଟିକିଆ ହାତୀପଲଙ୍କ ଉତ୍ପାତ । ପାଚେରୀ ଭାଙ୍ଗିବା ସହ ବ୍ୟାପକ ଧାନ ଫସଲ ନଷ୍ଟ କରିଥିବା ଅଭିଯୋଗ । ହାତୀ ମାନଙ୍କୁ ଘଉଡାଇବାରେ ଲାଗିଛନ୍ତି କରଞ୍ଜିଆ ରେଞ୍ଜ କର୍ମଚାରୀ । ଏବେ ବଡ ଦେଉଳି ଗ୍ରାମ୍ୟ ଜଙ୍ଗଲରେ ରହିଛନ୍ତି ହାତୀପଲ । କେନ୍ଦୁଝର ଜିଲ୍ଲା ପାଟଣା ବନଖଣ୍ଡରୁ ହାତୀପଲ ଆସିଥିବା ସୂଚନା । ବିଳମ୍ବିତ ରାତିରେ କେନ୍ଦୁଝର ସାହରପଡା ବ୍ଲକ ଦେଇ ମୟୁରଭଞ୍ଜ ଜିଲ୍ଲାର କରଞ୍ଜିଆ ରେଞ୍ଜରେ ହାତୀପଲ ପ୍ରବେଶ କରିଛନ୍ତି । ହାତୀ ପଲକୁ ସୁରକ୍ଷା ଦେବା ପାଇଁ ବନ ବିଭାଗ କର୍ମଚାରୀ ମୁତୟନ ହେଇଛନ୍ତି । ବଡ଼ ଦେଉଳି ଅଞ୍ଚଳରେ ଜଣଙ୍କର ପାଚେରି ଭାଙ୍ଗିଛନ୍ତି । କେତେକ ଘରଦ୍ୱାର ମଧ୍ୟ ଭାଙ୍ଗିଛନ୍ତି ।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ADVERTISEMENT
ପଟ୍ଟାମୁଣ୍ଡାଇ ଛାତ୍ରୀ ମୃତ୍ୟୁ ଘଟଣା : ପୁରୁଷ ବନ୍ଧୁଙ୍କ ନାମରେ ସଙ୍ଗୀନ ଦଫା

ପଟ୍ଟାମୁଣ୍ଡାଇ ଯୁବତୀ ମୃତ୍ୟୁ : ପୁରୁଷ ବନ୍ଧୁ ଗିରଫ

ପଟ୍ଟାମୁଣ୍ଡାଇ : ପଟ୍ଟାମୁଣ୍ଡାଇ ଯୁବତୀ ମୃତ୍ୟୁ ଘଟଣାରେ ପୁରୁଷ ବନ୍ଧୁ ପ୍ରମୋଦ ବେହେରା ଗିରଫ । ପୁରୁଷ ବନ୍ଧୁ ପ୍ରମୋଦ ବେହେରା ଗିରଫ ନେଇ କେନ୍ଦ୍ରାପଡା ଏସପିଙ୍କ...

Login