The Ultimate Managed Hosting Platform
ADVERTISEMENT

କମିଲା ଗ୍ୟାସ ସିଲିଣ୍ଡର ଦର

Facebook
Twitter
LinkedIn

ଭୁବନେଶ୍ୱର : ମହିଳା ଦିବସରେ ପ୍ରଧାନମନ୍ତ୍ରୀଙ୍କ ବଡ ଘୋଷଣା । ଏଲପିଜି ସିଲିଣ୍ଡର ଦର ୧୦୦ ଟଙ୍କା ହ୍ରାସ । ଟ୍ୱିଟ କରି ସୂଚନା ଦେଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । କୋଟି କୋଟି ପରିବାର ଆର୍ଥିକ ଚାପରୁ ମୁକ୍ତି ପାଇବେ । ଗ୍ୟାସ ଦର ହ୍ରାସ ଫଳରେ ବିଶେଷ ଭାବେ ନାରୀ ଶକ୍ତି ଉପକୃତ ହେବେ ବୋଲି କହିଛନ୍ତି ପ୍ରଧାନମନ୍ତ୍ରୀ। ଗ୍ୟାସ ଦର କମାଯାଇଥିବାରୁ ଦେଶର କୋଟି କୋଟି ପରିବାର ଏହାଦ୍ଵାରା ଉପକୃତ ହେବେ। ରୋଷେଇ ଗ୍ୟାସର ଦର ହ୍ରାସ କରି ଏହାକୁ ପ୍ରତି ଘରେ ଏହାକୁ ପହଞ୍ଚାଇବା ସହ ସୁସ୍ଥ ପରିବେଶ ଗଠନ ଲାଗି ସମସ୍ତ ପରିବାର ପ୍ରତି ଏହା ସହାୟକ ହେବ ବୋଲି କହିଛନ୍ତି ପ୍ରଧାନମନ୍ତ୍ରୀ। ମହିଳାଙ୍କ ସଶକ୍ତ କରିବାକୁ ସରକାର ଦେଇଥିବା ପ୍ରତିଶ୍ରୁତି ପାଳନ ସହ ଜୀବନଯାପନ ଆହୁରି ସୁଗମ ହୋଇପାରିବ ବୋଲି କହିଛନ୍ତି ପ୍ରଧାନମନ୍ତ୍ରୀ।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ADVERTISEMENT

Login