The Ultimate Managed Hosting Platform
ADVERTISEMENT

କପିଳାସ କାଇମାଟିରେ ପୋଲ ତଳକୁ ଖସିଲା ବାଇକ

Facebook
Twitter
LinkedIn

ଢେଙ୍କାନାଳ : ଢେଙ୍କାନାଳ କପିଳାସ ରାସ୍ତାର କାଇମାଟି ନିକଟରେ ଘଟିଛି ମର୍ମନ୍ତୁଦ ସଡକ ଦୁର୍ଘଟଣା। ତେବେ ଅଜଣା ଗାଡି ଧକ୍କାରେ ଏକ ବାଇକ ରାସ୍ତା ପାର୍ଶ୍ଵ ପୋଲ ତଳକୁ ଖସି ପଡିଛି । ଫଳରେ ପୋଲ ତଳେ ପାଣିରେ ପଡି ଦୁଇ ବାଇକ ଆରୋହୀଙ୍କ ମୃତ୍ୟୁ ହୋଇଛି । ସୂଚନା ଅନୁଯାୟୀ, ମୃତକ ଦୁଇଜଣ ସଦର ଥାନା ଅନ୍ତର୍ଗତ ସାରିଆପଡା ଗ୍ରାମର ସତ୍ୟରଞ୍ଜନ ଦଳେଇ ଓ ବିକାଶ ନାଏକ ବୋଲି ଜଣାପଡିଛି । ଉଭୟ ଯୁବକ ଭୁବନ ଯାଇ ଗତ ରାତିରେ ଘରକୁ ଫେରୁଥିଲେ ବୋଲି ଜଣାପଡିଛି । ଗତ ରାତିର ବିଳମ୍ବିତ ପ୍ରହରରେ ଏହି ଦୁର୍ଘଟଣା ଘଟିଥିବା ଅନୁମାନ କରାଯାଇଛି । ତେବେ ଆଜି ସକାଳେ ସ୍ଥାନୀୟ ଲୋକ ଏହା ଦେଖି ପୋଲିସ କୁ ଖବର ଦେଇଥିଲେ । ସଦର ଥାନା ପୋଲିସ ଘଟଣା ସ୍ଥଳରେ ପହଂଚି ମୃତଦେହ ଓ ବାଇକ ଉଦ୍ଧାର କରି ଘଟଣାର ତଦନ୍ତ ଜାରି ରଖିଛି ।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ADVERTISEMENT
ଦୁର୍ଘଟଣାରେ ୩ ବାଇକ ଆରୋହୀ ମୃତ

ସଡକ ଦୁର୍ଘଟଣାରେ ବର-କନ୍ୟାଙ୍କ ସମେତ ଚାଲିଗଲା ୫ ଜଣଙ୍କ ଜୀବନ

ରାଜସ୍ଥାନ : ରାଜସ୍ଥାନ ନ୍ୟାସନାଲ ହାଇୱେରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି । ଏହି ଦୁର୍ଘଟଣାରେ ଗୋଟିଏ ପରିବାରର ୫ଜଣ ଲୋକଙ୍କ ପ୍ରାଣ ଚାଲିଯାଇଥିବାବେଳେ ଅନେକ ଲୋକ...

Login