The Ultimate Managed Hosting Platform
ADVERTISEMENT

କନ୍ଦଳ ଭିତରେ କାର୍ଯ୍ୟକାରିଣୀ

Facebook
Twitter
LinkedIn

ଭୁବନେଶ୍ୱର : କଂଗ୍ରେସକୁ ଡର ନିଲମ୍ବିତ ନେତାଙ୍କ ସମର୍ଥକଙ୍କ ବିଶୃଙ୍ଖଳା । ଦଳୀୟ କାର୍ଯ୍ୟାଳୟ ଛାଡି ହୋଟେଲରେ ବସିଲା ବୈଠକ । ରାଜ୍ୟ କାର୍ଯ୍ୟକାରିଣୀ ବୈଠକ ହୋଟେଲରେ ଅନୁଷ୍ଠିତ ହୋଇଛି । ନିର୍ବାଚିତ ପ୍ରତିନିଧି , ବରିଷ୍ଠ ନେତା ବୈଠକରେ ଉପସ୍ଥିତ । ୧ମ ପର୍ଯ୍ୟାୟରେ ରାଜନୈତିକ ବ୍ୟାପାର କମିଟି ବୈଠକ ଜାରି । ପ୍ରଭାରୀ ଚେଲ୍ଲା କୁମାର , ପିସିସି ସଭାପତି , ନରସିଂହ ମିଶ୍ର ଉପସ୍ଥିତ । ସଂଗଠନକୁ ସୁଦୃଢ ପାଇଁ ରାଜନୈତିକ ରଣନୀତି ଉପରେ ଆଲୋଚନା ।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ADVERTISEMENT

Login